ଉଦ୍ଧେଶ୍ୟ
ଅପରାଧ ନିୟନ୍ତ୍ରଣ
- ଅପରାଧୀଙ୍କ ଉପରେ ତୀଖନ ଦୃଷ୍ଟି ।
- ଅପରାଧ ସହ ସଂପୃକ୍ତ ଅପରାଧ ଗତ ତଥ୍ୟ ପରିଚାଳନା |
- ବିଟ ପାଟ୍ରୋଲିଙ୍ଗ,ମୋବାଇଲ ଓ ପାଦଚଲା ପାଟ୍ରୋଲିଙ୍ଗ,ନାକାବନ୍ଦୀ,କମ୍ବିଙ୍ଗ ଅପରେସନ ଏବଂ ଧରପଗଡ|
- ଅପରାଧିକ ପରିଚାଳନାକୁ ଓ ଭାରତୀୟ ପିଙ୍ଗଳ କୋଡ଼ ଓ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ଅନୁଯାୟୀ ପ୍ରତିରୋଧ ମୂଳକ ପଦକ୍ଷେପ
- ବିଶେଷତଃ ଶିଶୁ ଅତ୍ୟାଚାର ଓ ସମାଜର ଦୁର୍ବଳ ଶ୍ରେଣୀ ର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା|
ଅପରାଧ ଚିହ୍ନଟି କରଣ
- ଅପରାଧୀ ଚିହ୍ନଟ କରଣ ପାଇଁ ତଦନ୍ତ ଓ ମକଦମା ପାଇଁ କ୍ଷେତ୍ର ପ୍ରସ୍ତୁତି |
ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ
- ପର୍ବ ପର୍ବାଣୀ,ନିର୍ବାଚନ,ସାମ୍ପ୍ରଦାୟିକ ଓ ସାମାଜିକ ବିଶୃଙ୍ଖଳା ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆୟତ କରିବା |
- ଅଭ୍ୟନ୍ତରଣୀୟ ସୁରକ୍ଷା ଓ ଭି.ଆଇ.ପି (V.I.P) ସୁରକ୍ଷା ବଜାଇ ରଖିବା |
ଅନ୍ୟାନ୍ୟ କର୍ତ୍ତବ୍ୟ
- ଅଣଧର୍ତ୍ତବ୍ୟ ଅପରାଧ,ଦୁର୍ଘଟଣା ଜନିତ ମୁତ୍ୟୁ,ଦୁର୍ଘଟଣା ଜନିତ ଅଗ୍ନିକାଣ୍ଡ ଗୁଡିକର ଅନୁସନ୍ଧାନ କରିବା ଇତ୍ୟାଦି ।
- ନିରୁଦ୍ଧିଷ୍ଟ ବ୍ୟକ୍ତିଙ୍କର ଅନୁସନ୍ଧାନ କରିବା |
- ବିଦେଶୀ ନାଗରିକ ଓ ସମ୍ପୃକ୍ତ ବ୍ୟକ୍ତିଙ୍କର ପଞ୍ଜିକରଣ ତଥା ଅନୁସନ୍ଧାନ କରିବା |
- କୋଷାଗାର, କଏଦୀ,ବାଳ ଅପରାଧୀ ,ଘର ଛାଡି ପଳାଇ ଯାଇଥିବା ନାବାଳିକା ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ।
- ସରକାରୀ କର୍ମଚାରୀ ଏବଂ ଘରୋଇ ବ୍ୟବହାର ପାଇଁ ଉଦ୍ଧିଷ୍ଟ ପାସପୋର୍ଟ,ଅସ୍ତ୍ରଶସ୍ତ୍ର ଲାଇସେନ୍ସ,ଅନ୍ୟାନ୍ୟ ଲାଇସେନ୍ସ ପ୍ରଦାନ କରିବା ପାଇଁ ଚରିତ୍ର ବ୍ୟକ୍ତିଗତ ଇତିହାସ ଇତ୍ୟାଦିର ପରିକ୍ଷଣ କରିବା |
- ସମାଜର ଦୁର୍ବଳ ଓ ଅବହେଳିତ ବର୍ଗର ବ୍ୟକ୍ତି ମାନଙ୍କର ସାମାଜିକ ପ୍ରତିଷ୍ଠା ବଜାଇ ରଖିବା ତଥା ସାମାଜିକ ବିଧି ବ୍ୟବସ୍ଥା ଅନୁଯାୟୀ ଆଇନ ଗୁଡିକର କଡାକଡି କାର୍ଯ୍ୟାନ୍ୟୁତ କରିବା |
ମୋଟ ପୁଲିସ୍ ଥାନା ସଂଖ୍ୟା
- ପୁଲିସ୍ ଥାନା ସଂଖ୍ୟା – ୧୧
- ଆଉଟ ପୋଷ୍ଟ ସଂଖ୍ୟା – ୭
- ବିଟ ହାଉସ ସଂଖ୍ୟା – ୨
ପୁଲିସ୍ ଥାନା ଗୁଡିକର ନାମ
- ପାରଳାଖେମୁଣ୍ଡି ପୁଲିସ୍ ଥାନା
- କାଶିନଗର ପୁଲିସ୍ ଥାନା
- ସେରଙ୍ଗ ପୁଲିସ୍ ଥାନା
- ଗାରାବନ୍ଧ ପୁଲିସ୍ ଥାନା
- ଗୁରାଣ୍ଡି ପୁଲିସ୍ ଥାନା
- ରାୟଗଡ ପୁଲିସ୍ ଥାନା
- ରାମଗିରି ପୁଲିସ୍ ଥାନା
- ଆର୍. ଉଦୟଗିରି ପୁଲିସ୍ ଥାନା
- ମୋହନା ପୁଲିସ୍ ଥାନା
- ଅଡବା ପୁଲିସ୍ ଥାନା
- ବିଦ୍ୟୁତ୍ ଥାନା (ପାରଳାଖେମୁଣ୍ଡି)
- ଟାଉନ ଆଉଟ ପୋଷ୍ଟ- । ପାରଳାଖେମୁଣ୍ଡି)
- ଟାଉନ ଆଉଟ ପୋଷ୍ଟ- ॥ (ପାରଳାଖେମୁଣ୍ଡି)
- ଗାଇବା ଆଉଟ ପୋଷ୍ଟ
- ଗୁମ୍ମା ଆଉଟ ପୋଷ୍ଟ
- ଖଜୁରିପଦା ଆଉଟ ପୋଷ୍ଟ
- ନଳାଘାଟ ଆଉଟ ପୋଷ୍ଟ
- ଚନ୍ଦ୍ରଗିରି ଆଉଟ ପୋଷ୍ଟ
- ଛେଳିଗଡ ବିଟ ହାଉସ
- ପାଣିଗଣ୍ଡା ବିଟ ହାଉସ
ଗଜପତି ଜିଲ୍ଲା ପୁଲିସ୍
| କ୍ରମିକ ସଂଖ୍ୟା | ଉଚ୍ଚପଦସ୍ଥ କର୍ମଚାରୀ | ଅଫିସ୍ ଟେଲିଫୋନ୍ ନଂ | ଅଫିସ୍ ମୋବାଇଲ୍ ନଂ |
|---|---|---|---|
| ୧ | ଏସ୍.ପି., ଗଜପତି | ୦୬୮୧୫-୨୨୨୫୩୩(ଅ) ୦୬୮୧୫-୨୨୨୫୬୬(ଘ) ୦୬୮୧୫-୨୨୨୫୬୫(ଫ୍ୟା) | ୯୪୩୮୯୧୬୭୦୦ |
| ୨ | ଡି.ଏସ୍.ପି. (ହେଡକ୍ବାଟର) ଗଜପତି | ୦୬୮୧୫-୨୨୨୩୭୪ | |
| ୩ | ଡି.ଏସ୍.ପି. (ହେଚ.ଆର.ପି.ସି.) ଗଜପତି | ୦୬୮୧୫-୨୨୪୮୫୧ | |
| ୪ | ଡି.ଏସ୍.ପି. (ଡି.ଆଇ.ବି.) ଗଜପତି | ୦୬୮୧୫-୨୨୩୨୨୩ | ୯୪୩୮୯୧୬୯୫୯ |
| ୫ | କମାଣ୍ଡାଣ୍ଟ, ଓ.ଏସ୍.ଏ.ପି. 3ୟ ସ୍ବତନ୍ତ୍ର ବାଟାଲିୟନ | ୦୬୮୧୫-୨୨୨୭୨୦ | |
| ୬ | କଣ୍ଟ୍ରୋଲ ରୁମ୍ , 3ୟ ସ୍ବତନ୍ତ୍ର ବାଟାଲିୟନ | ୦୬୮୧୫-୨୨୨୬୨୦ | |
| ୭ | ଡି.ଆଇ.ଓ.ସି., ଗଜପତି | ୦୬୮୧୫-୨୨୨୩୦୪ | |
| ୮ | ଭି.ଏଚ୍.ଏଫ୍. କଣ୍ଟ୍ରୋଲ ରୁମ୍, ଗଜପତି | ୦୬୮୧୫-୨୨୨୦୦୩ | |
| ୯ | ରିଜର୍ଭ ଅଫିସ, ଗଜପତି | ୯୪୩୭୫୮୫୬୦୪ | |
| ୧୦ | ଏସ୍.ଡି.ପି.ଓ., ପାରଳାଖେମୁଣ୍ଡି | ୦୬୮୧୫-୨୨୨୩୭୭ | ୯୪୩୮୯୧୬୯୬୨ |
| ୧୧ | ଏସ୍.ଡି.ପି.ଓ., ଆର.ଉଦୟଗିରି | ୦୬୮୧୭-୨୪୦୩୪୦ | ୯୪୩୮୯୧୬୯୬୩ |
| ୧୨ | ପାରଳାଖେମୁଣ୍ଡି ଥାନା | ୦୬୮୧୫-୨୨୨୩୮୮ | ୯୪୩୮୯୧୬୭୦୭ |
| ୧୩ | ପାରଳାଖେମୁଣ୍ଡି ଟାଉନ ଆଉଟ ପୋଷ୍ଟ- । | ୦୬୮୧୫-୨୨୨୬୭୫ | |
| ୧୪ | ପାରଳାଖେମୁଣ୍ଡି ଟାଉନ ଆଉଟ ପୋଷ୍ଟ- ।। | ୦୬୮୧୫-୨୨୨୬୭୪ | |
| ୧୫ | କାଶୀନଗର ଥାନା | ୦୬୮୧୫-୨୮୪୨୩୩ | ୯୪୩୮୯୧୬୭୦୫ |
| ୧୬ | ଗୁରାଣ୍ଡି ଥାନା | ୦୬୮୧୫-୨୮୩୭୪୦ | ୯୪୩୮୯୧୬୭୦୪ |
| ୧୭ | ଗାରାବନ୍ଧ ଥାନା | ୯୪୩୭୫୮୫୬୦୨ | 9୯୪୩୮୯୧୬୭୦୩ |
| ୧୮ | ସେରଙ୍ଗ ଥାନା | ୯୪୩୭୫୮୫୬୦୧ | ୯୪୩୮୯୧୬୭୧୧ |
| ୧୯ | ଗୁମ୍ମା ଫାଣ୍ଡି | ୯୪୩୭୧୧୬୧୨୮ | ୯୪୩୮୯୧୫୮୭୧ |
| ୨୦ | ଗାଇବା ଫାଣ୍ଡି | ୯୪୩୮୯୧୫୮୭୦ | |
| ୨୧ | ଖଜୁରିପଦା ଫାଣ୍ଡି | ୦୬୮୧୭-୨୪୨୫୧୦ | ୯୪୩୮୯୧୫୮୭୨ |
| ୨୨ | ରାୟଗଡ ଥାନା | ୦୬୮୧୫-୨୮୬୩୦୫ | ୯୪୩୮୯୧୬୭୧୦ |
| ୨୩ | ଆର.ଉଦୟଗିରି ଥାନା | ୦୬୮୧୭-୨୪୦୨୩୦ | ୯୪୩୮୯୧୬୭୦୮ |
| ୨୪ | ରାମଗିରି ଥାନା | ୦୬୮୧୭-୨୫୨୭୨୨ | ୯୪୩୮୯୧୬୭୦୯ |
| ୨୬ | ମୋହନା ଥାନା | ୦୬୮୧୬-୨୫୮୩୩୫ | ୯୪୩୮୯୧୬୭୦୬ |
| ୨୬ | ଚନ୍ଦ୍ରଗିରି ଫାଣ୍ଡି | ୯୪୩୭୫୮୫୬୦୩ | ୯୪୩୮୯୧୫୮୬୯ |