ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଗଜପତି ଜିଲ୍ଲା ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟଳୟର ଦାୟୀତ୍ୱ

  1. ଗରିବ ଲୋକମାନଙ୍କୁ ଚାଉଳ କିଲୋ ଏକ ଟଙ୍କାରେ ଯୋଗାଇ ଦେଇ ଖାଦ୍ୟ ଓ କ୍ଷୁଦାମୁକ୍ତ ଜିଲ୍ଲାର ସଂକ୍ଳପକୁ ଦୃଢୀକରଣ କରିବା
  2. ସୁଲଭମୁଲ୍ୟ ଦୋକାନ ଜରିଆରେ ଖାଦ୍ୟ ଶସ୍ୟ ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଯୋଗାଇ ଦେବା ସାଧାରଣ ବଣ୍ଟନ ବ୍ୟବସ୍ଥା ନିୟମିତତା ନିଶ୍ଚିତ କରିବା ଏବଂ ସମସ୍ତଙ୍କୁ ଖାଦ୍ୟ ଦ୍ରବ୍ୟ ଉପଲବ୍ଧ କରାଇବାକୁ ଅଗ୍ରାଧିକାର ଦିଆଯିବା।
  3. ସରକାରଙ୍କୁ ଧାର୍ଯ୍ୟ ମୁଲ୍ୟରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରିବା

କର୍ମ ସମ୍ପାଦନା କରିବା ପରିଧି
୭ ଟି ପଂଚାୟତ ସମିତିରେ ଥିବା ସମସ୍ତ ୧୪୯ ଟି ଗ୍ରାମ ପଞ୍ଚାୟତ ଓ ୨ ଗୋଟି ପୌର ପରିଷଦ।

ପିଡଏସ ରେସନ କାଡ ସାରକୁଲେସନ
ପି.ଏଚ.ଏଚଏ.ଏ.ଓଇ.ମୋଟଅନ୍ନପୁର୍ନ୍ନା
୧୦୬୫୪୧୨୦୮୮୪୧୨୭୪୨୫୯୩୨
ପିଡିଏସ ଡିଷ୍ଟ୍ରିବ୍ୟସନ ସିସ୍ଟମ
ପିଡଏସ କମଡିଟିପରିମାଣମୁଲ୍ୟ
୧. ପି ଏଚ ଏଚ ଚାଉଳ ଏବଂ ଗହମ୦୫ କେଜି ମୁଣ୍ଡ ପିଛାଟ. ୧.୦୦
୨. ଏଏ ଓଇ ଚାଉଳ୩୫ କି.ଗ୍ରାଟ. ୧.୦୦
୩. ଅନ୍ନପୁର୍ଣା ଚାଉଳ୧୦ କି.ଗ୍ରାବିନାମୁଲ୍ୟରେ
୪. କିରୋସିନି ତେଲ୦.୬୪୦ ଲିଟରଟ. ୨୩.୫୨ ପ୍ରତି ଲିଟର. ଜି.ଏସ.ଟି ସହିତ @ ୫%

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଜିଲ୍ଲାପାଳ କାର୍ଯ୍ୟାଳୟ, ପାରଳାଖେମୁଣ୍ଡି, ଗଜପତି-ଜିଲ୍ଲା, ଓଡ଼ିଶା-୭୬୧୨୦୦, ଦୂର ଭାଷା କ୍ର. ୦୬୮୧୫-୨୨୨୫୨୩,
ଈମେଳ : cso[dot]gajapati[at]gmail[dot]com

  1. NO_OF_FAIR_PRICE_SHOPES_FUNCTIONING_IN_GAJAPATI_DISTRICT (72.75 KB)