ପ୍ରାଣୀ ସଂପଦ ବିକାଶ ବିଭାଗ, ଗଜପତିର ବିବରଣୀ
ଜିଲ୍ଲାର ନାମ : ଗଜପତି
ଉପଖଣ୍ଡର ନାମ : ପାରଳାଖେମୁଣ୍ଡି
ଜିଲ୍ଲାସ୍ଥରୀୟ ମୁଖ୍ୟ ଚିକିତ୍ସାଳୟ : ୧
ଜିଲ୍ଲାର ଅନ୍ୟାନ୍ୟ ଚିକିତ୍ସାଳୟ ସଂଖ୍ୟା : ୧୦
ପ୍ରାଣୀ ସହାୟକ କେନ୍ଦ୍ର ସଂଖ୍ୟା : ୫୨

ଜିଲ୍ଲାରେ ଚାଲୁଥିବା ବିଭିନ୍ନ ସରକାରୀ କାର୍ଯ୍ୟାବଳୀର ବିବରଣୀ

  1. ଜାତୀୟ ଗୋମୋହିଷାଦି ପ୍ରଜନନ ଓ ଗୋଉନ୍ନୟନ ଯୋଜନା :
    • ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ଏଗାର(୧୧) ଟି ପ୍ରାଣୀ ଚିକିତ୍ସା କେନ୍ଦ୍ର ଏବଂ ତିରିଶି (୩୦)ଟି ପ୍ରାଣୀଧନ ସହାୟକ କେନ୍ଦ୍ରରେ କୁତ୍ରିମ ପ୍ରଜନନ ଦ୍ବାରା ଉନ୍ନତ ବାଛୁରୀ ଉତ୍ପାଦନ କରାଯାଉଅଛି
  2. ପ୍ରାଣୀ ଚିକିତ୍ସା ସେବା ଓ ରୋଗ ନିରାକରଣ ଯୋଜନା:
    • କ. ସାହାଣ, ବଜବଜିଆ, ଆନ୍ଥ୍ରାକ୍ସ, ଥେଲେରିଆ ଏବଂ ବୃଶେଲା ରୋଗର ପ୍ରତିଷେଧକ ଟିକାକରଣ ମାଧ୍ୟମରେ ଗୋରୁ ଏବଂ ମହିଷୀମାନଙ୍କୁ ରୋଗରୁ ସୁରକ୍ଷା ଦିଆଯାଉଅଛି
    • ଖ. ଛେଳି ମଡକ, ଆନ୍ତ୍ରିକବିଶ ଜ୍ବର ଏବଂ ଛେଳି ବସନ୍ତ ରୋଗର ପ୍ରତିଷେଧକ ଟିକାକରଣ ମାଧ୍ୟମରେ ଛେଳି ଓ ମେଣ୍ଢାମାନଙ୍କୁ ରୋଗରୁ ସୁରକ୍ଷା ଦିଆଯାଉଅଛି
    • ଗ. ଫାଟୁଆ ରୋଗର ସମୂହ ଟୀକାକରଣ କରାଯାଇ ଗୋରୁ, ମହିଷି, ଛେଳି ଓ ମେଣ୍ଢା ମାନଙ୍କୁ ଏହି ରୋଗରୁ ସୁରକ୍ଷା ଦିଆଯାଉଅଛି
    • ଘ. ଗୃହପାଳିତ କୁକୁଡାମାନଙ୍କୁ ରାଣିଖେତ ରୋଗର ଟୀକାକରଣ କରାଯାଇ ଏହି ରୋଗରୁ କୁକୁଡା ମାନଙ୍କୁ ସୁରକ୍ଷା ଦିଆଯାଉଅଛି
  3. ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା :
    • ଗୋ ଚାଷୀମାନଙ୍କୁ ଖଣିଜ ଲବଣ ଗୁଣ୍ଡ ଯୋଗଇ ଦିଆଯାଇ ଗାଇ ଏବଂ ମହିଷି ମାନଙ୍କର ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ପାଇଁ ବିଭାଗ ତରଫରୁ ସହାୟତା ଦିଆଯାଉଅଛି
    • ଖଣିଜ ଲବଣ ଗୁଣ୍ଡ କି.ଗ୍ରା ପ୍ରତି ୨୪ ଟଙ୍କା ମୂଲ୍ୟରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଅଛି
    • ବାଛୁରୀ ପାଳନ ଯୋଜନା : ଏହି ଯୋଜନା ମାଧ୍ୟମରେ ୪ ରୁ ୬ ମାସର କୁତ୍ରିମ ପ୍ରଜନନ ଦ୍ବାରା ଜନ୍ମ ହୋଇଥିବା ବାଛୁରୀ ମାନଙ୍କର ବୀମାକରଣ କରାଯାଉଅଛି ଏବଂ ସେହି ବାଛୁରୀ ମାନଙ୍କୁ ଅଧା ମୂଲ୍ୟରେ ଓମଫେଡ୍ ମାଧ୍ୟମରେ ଗୋଖାଦ୍ୟ ଯୋଗାଇ ଦିଆଯାଉଅଛି ।
  4. ଜାତୀୟ ପ୍ରାଣୀଧନ ମିଶନ ଯୋଜନା :
    • ଗୋରୁ, ମହିଷି, ଛେଳି ଏବଂ ମେଣ୍ଡାମାନଙ୍କର ବୀମାକରଣ କରାଯାଇ ଚାଷୀମାନଙ୍କ ପ୍ରାଣୀଧନର ମୂଲ୍ୟକୁ ସୁରକ୍ଷା ଦିଆଯାଉଛି ।
    • ଏହି ଯୋଜନା ମାଧ୍ୟମରେ ଗୋ ଚାଷୀମାନଙ୍କୁ ଘାଷ ଚାଷ ନିମନ୍ତେ ସହାୟତା ଯୋଗାଇ ଦିଆଯାଉଅଛି. ଅଧା ଏକର ଜମିରେ ସବୁଦିନିଆ ଘାଷ ଚାଷ କଲେ ସରକାରଙ୍କ ତରଫରୁ ୬୦୦୦/- ଟଙ୍କାର ସହାୟତା ଦିଆଯାଉଛି ।
    • ହସ୍ତଚାଳିତ ଘାଷ ଏବଂ ନଡାକଟା ଯନ୍ତ୍ର ଶତକଢା ୪୦ ଭାଗ କମ୍ ମୂଲ୍ୟରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଅଛି ।
  5. ରାଜ୍ୟ ଯୋଜନା:
    • ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ସାତଟି ବ୍ଲକ୍ ରେ ସାତଗୋଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯାଇଅଛି ।
    • ଛେଳି ଓ ମେଣ୍ଢା ପାଳନ ପାଇଁ ଚାଷୀମାନଙ୍କୁ ସହାୟତା ଯୋଗାଇ ଦିଆଯାଉଅଛି ।
    • ମରୁଡି ଓ ରୋଗପୋକ ଦ୍ବାରା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଜୀବନ ଧାରଣ ପାଇଁ ସହାୟତା ଭିତ୍ତିରେ ବାଡି ଅଗଣାରେ କୁକୁଡା ପାଳନ ନିମନ୍ତେ ପ୍ରୋତ୍ସାହିତ କରାଯାଉଅଛି ।
    • ମରୁଡି ଓ ରୋଗପୋକ ଦ୍ବାରା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଘାଷ ଚାଷ ନିମନ୍ତେ ସହାୟତା ପ୍ରଦାନ କରାଯାଉଅଛି. ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କୁ ଅଧ ଏକର ଜମିରେ ସବୁଦିନିଆ ଘାଷ ଚାଷ କଲେ ୬୦୦୦/- ଟଙ୍କାର ସହାୟତା ଯୋଗାଇ ଦିଆଯାଉଅଛି ।
ଦୂରାଭାଷ
କ୍ର.ନଂ.ପଦବୀର ନାମପଦବୀରେ ଥିବା ବ୍ୟକ୍ତିଙ୍କ ନାମସ୍ଥାନମୋବାଇଲ୍ ନଂ.ଇ-ମେଲ୍‍
1Chief District Veterinary OfficerDr. Girish Kumar MohantyParalakhemundi9437433984drgirishmohanty63@gmail.com
2Sub Divisional Veterinary OfficerDr. Ramakanta RanaParalakhemundi9438006571drramakanta1965@gmail.com
3Additional District Veterinary Officer (LP)Dr. Narayana MohapatraParalakhemundi9438503674drnarayan1966@gmail.com
4Additional District Veterinary Officer (AW)Dr. Tarunendu PatroParalakhemundi89438608037tarunendu1967@gmail.com
5Additional District Veterinary Officer (DC)Dr. Shrikanta Kumar KhatuaParalakhemundi9437251290shrikanta35@gmail.com
6Deputy Director, DVHDr. Bidhut Sekhar MishraParalakhemundi8917536918drbidhut2012@gmail.com
7Veterinary Assistant Surgeon (MVU)Dr. B Sai SandeepParalakhemundi9853477878bamudisaisandeep@gmail.com
8Veterinary Assistant SurgeonDr. Dillip Kumar SahuGurandi7735229982dkusahu7@gmail.com
9Block Veterinary OfficerDr. Banikanta KhatuaKashinagar7978188106banikantkhatua@gmail.com
10Additional Veterinary Assistant SurgeonDr. Abhijit MishraKashinagar9437284143drabhijitmishra@gmail.com
11Veterinary Assistant Surgeon (MVU)Dr. Lipilekha SwainKashinagar9439615292drbidhut2012@gmail.com
12Block Veterinary OfficerDr. Prasanta Kumar SamalRayagada8455096349drpksamal007@gmail.com
13Veterinary Assistant Surgeon (MVU)Dr. Leema MohantyRayagada9040747980leemamohanty6@gmail.com
14Block Veterinary OfficerDr. Subha Bikash MallickGumma9337589868drsubhabikash@gmail.com
15Additional Veterinary Assistant SurgeonDr. Rajaram KhatuaGumma8280343566banikantkhatua@gmail.com
16Veterinary Assistant Surgeon (MVU)Dr. Pravanjan PradhanGumma97765 12919pravanjankumarpradhan@gmail.com
17Veterinary Assistant SurgeonDr. Priya Ranjan BeheraRamagiri8895718440Dr.drabhijitmishra@gmail.com
18Veterinary Assistant Surgeon (MVU)Dr. Subham BiswalR. Udayagiri9790738342christmas.lipi@gmail.com
19Additional Veterinary Assistant SurgeonDr. Birendra PandaMohana9439419565leemamohanty6@gmail.com
20Veterinary Assistant Surgeon (MVU)Dr. Rasmita PandaMohana9437259259drsubhabikash@gmail.com
21Veterinary Assistant SurgeonDr. Sangya Satarupa SadangiMohana7064355593khatuarajaram40@gmail.com
22Block Veterinary OfficerDr. Tapaswini NayakNuagada8018242850pradipkumarchoudhury5@gmail.com
23Veterinary Assistant Surgeon (MVU)Dr. S. Kameswar ReddyNuagada8018210779priyaranjan02051993@gmail.com