ତହସିଳ
କ୍ର. ସଂଖ୍ୟାତହସିଳ ର ନାମବିଷୟରେକିଭଳି ପହଂଚିବେ
1ପାରଳାଖେମୁଣ୍ଡିପାରଳାଖେମୁଣ୍ଡି ତହସିଳ କାର୍ଯ୍ୟାଳୟ ବର୍ଷ ୦୭/୦୯/୧୯୫୩ ରେ ସ୍ତାପିତ ହେଇଛି। ପାରଳାଖେମୁଣ୍ଡି ତହସିଳ ରେ ୧୦ ଟି ରଜସ୍ୱ ମଣ୍ଡଳ ସହିତ ଗୋଠିତ। ସେ ହେଲା – ପାରଳାଖେମୁଣ୍ଡି, ଉପ୍ପଳଡା, ଖର୍ସଣ୍ଡା, ବାଘସୋଲା, ମାଛମରା ଗୁରାଣ୍ଡି, ଭୁସ୍କୁଡି, ବଡ କୋତ୍ତୁରୁ, ସୋବାରା, ଗାରବନ୍ଧ. ପାରଳାଖେମୁଣ୍ଡି ତହସିଳ ରେ ୧୫୦ ରାଜସ୍ୱ ଗ୍ରାମ ଅଛି।ପାରଳାଖେମୁଣ୍ଡି ରେଳ ସ୍ଟେସନ୍‌, ତହସିଳ କାର୍ଯ୍ୟାଳୟ ରୁ ମତ୍ର ୧.୫ କି.ମି ଦୂର ରେ ଅଛି। ବସ ସ୍ଟାଣ୍ଡ ତହସିଳ କାର୍ଯ୍ୟାଳୟ ରୁ ମାତ୍ର ୧.୦ କି.ମି. ଦୂର ରେ ଅଛି।
2କାଶିନଗରତହସିଳ କାର୍ଯ୍ୟାଳୟ କାଶିନଗର ତାରୀଖ : ୩୧/୧୦/୨୦୦୯ ରୁ କାର୍ଯ୍ୟକାରି ହେଇଛି। କାଶିନଗର ତହସିଳ ରେ ୦୭ ଟି ରଜସ୍ୱ ମଣ୍ଡଳ ସହିତ ଗୋଠିତ। ସେ ହେଲା -ରାନିପେଟା, କେ. ସିତାପୁର, ହଡୁଭାଂଗି, ଖାରାଡା, କାଶିନଗର, ସିୟାଳି, ଓ ଖାଣ୍ଡବା। କାଶିନଗର ତହସିଳ ରେ ୯୯ ରାଜସ୍ୱ ଗ୍ରାମ ଅଛି।କାଶିନଗର, ରାଜ୍ୟ ରାଜପଥ କ୍ର.୦୪ ରେ ପାରଳାଖେମୁଣ୍ଡି ଠାରୁ ୨୫ କି.ମି. ଓ ଗୁନୁପୁର କୁ ୨୪ କି.ମି. ଦୂରରେ ଅଛି। କାଶିନଗର ରେ ରେଳ ସ୍ଟେସନ୍‌ ଭି ଅଛି ।
3ରାୟଗଡାତହସିଳ କାର୍ଯ୍ୟାଳୟ ରାୟଗଡା ତାରୀଖ : ୨୬/୦୪/୨୦୦୮ ରୁ କାର୍ଯ୍ୟକାରି ହେଇଛି। ରାୟଗଡା ତହସିଳ ରେ ୦୭ ଟି ରଜସ୍ୱ ମଣ୍ଡଳ ସହିତ ଗୋଠିତ। ସେ ହେଲା -ରାୟଗଡା, ମଣ୍ଡଳ ସାହି, ଜିରାଂଗୋ, ଓ ଗଣ୍ଡାହତି। ରାୟଗଡା ତହସିଳ ରେ ୨୧୧ ରାଜସ୍ୱ ଗ୍ରାମ ଅଛି।ସଡକ ପଥ ରେ ଜିଳ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରୁ ୩୦ କି.ମି. ଦୂରରେ ମୋହନା ସଡକ ପଥ ରେ ଅବସ୍ଥିତ ।
4ଆର‌. ଉଦୟଗିରିଆର‌. ଉଦୟଗିରି ତହସିଳ ରେ ୦୬ ଟି ରଜସ୍ୱ ମଣ୍ଡଳ ସହିତ ଗୋଠିତ। ସେ ହେଲା -ଛେଳ୍ଳିଗଡ, ମଂଗରଜପୁର, ମହେଂଦ୍ରଗଡ, ରାମଗିରି, ଓ ଆର‌. ଉଦୟଗିରି । ଆର‌. ଉଦୟଗିରି ତହସିଳ ରେ ୨୧୨ ରାଜସ୍ୱ ଗ୍ରାମ ଅଛି।ଆର‌. ଉଦୟଗିରି – ପାରଳାଖେମୁଣ୍ଡି ଠାରୁ ୬୦ କି.ମି. ଓ ବ୍ରହ୍ମପୁର ଠାରୁ ୧୦୭ କି.ମି. ଦୂରରେ ଅଛି।
5ମୋହନାତହସିଳ କାର୍ଯ୍ୟାଳୟ ମୋହନା ତାରୀଖ : ୧୫/୦୮/୧୯୯୬ ରୁ କାର୍ଯ୍ୟକାରି ହେଇଛି। ମୋହନା ତହସିଳ ରେ ୧୩ ଟି ରଜସ୍ୱ ମଣ୍ଡଳ ସହିତ ଗୋଠିତ। ସେ ହେଲା -ମୋହନା, ଅଡବା, ଚାନ୍ଧିପୁଟ, ଚନ୍ଦ୍ରଗିରି, ଗୋବିନ୍ଧପୁର ଓ ବିରିକୋଟ । ମୋହନା ତହସିଳ ରେ ୩୭୨ ରାଜସ୍ୱ ଗ୍ରାମ ଅଛି।ମୋହନା, ପାରଳାଖେମୁଣ୍ଡି ଠାରୁ ୧୦୭ କି.ମି. ଓ ବ୍ରହ୍ମପୁର ଠାରୁ ୭୦ କି.ମି. ଦୂରରେ ଅଛି।
6ଗୁମ୍ମାତହସିଳ କାର୍ଯ୍ୟାଳୟ ଗୁମ୍ମା ତାରୀଖ : ୧୫/୧୨/୨୦୧୦ ରୁ କାର୍ଯ୍ୟକାରି ହେଇଛି। ଗୁମ୍ମା ତହସିଳ ରେ ୦୭ ଟି ରଜସ୍ୱ ମଣ୍ଡଳ ସହିତ ଗୋଠିତ। ସେ ହେଲା – ଜୀବା, ଗୁମ୍ମା, ଗୈବା, ସେରଂଗ, ବଡକଲକୋଟ, ନମନାଗଡ, ବୈଯଳ। ଗୁମ୍ମା ତହସିଳ ରେ ୨୧୦ ରାଜସ୍ୱ ଗ୍ରାମ ଅଛି।ଗୁମ୍ମା, ପାରଳାଖେମୁଣ୍ଡି ଠାରୁ ୨୮ କି.ମି. ଦୂରରେ ଅଛି।
7ନୁଆଗଡତହସିଳ କାର୍ଯ୍ୟାଳୟ ନୁଆଗଡ ତାରୀଖ : ୦୧/୦୪/୨୦୧୧ ରୁ କାର୍ଯ୍ୟକାରି ହେଇଛି। ନୁଆଗଡ ତହସିଳ ରେ ୦୭ ଟି ରଜସ୍ୱ ମଣ୍ଡଳ ସହିତ ଗୋଠିତ। ନୁଆଗଡ ତହସିଳ ରେ ୧୭୪ ରାଜସ୍ୱ ଗ୍ରାମ ଅଛି।ନୁଆଗଡ ସଡକ ପଥ ରେ ଜିଳ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରୁ ୫୫ କି.ମି. ଦୂରରେ (ଭାୟା ଖଜୁରିପଦା) ସଡକ ପଥ ରେ ଅବସ୍ଥିତ ।