ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସବିଶେଷ ତଥ୍ୟ

ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା

  • ଦାରିଦ୍ର ସୀମା ରେଖା ତଳେ ଥିବା ଆବଶ୍ୟକ ।
  • ୬୦ ବର୍ଷ ରୁ ୭୯ ବୟସ ରହିବା ଆବଶ୍ୟକ (ମାସିକ ଟ-୩୦୦ ଙ୍କ। )।
  • ୮୦ ରୁ ଅଧିକ ବୟସ (ମାସିକ ଟ-୫୦୦ଙ୍କ। )

ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା

  • ୪୦ ବର୍ଷ ରୁ ୭୯ ବର୍ଷ ।
  • ଦାରିଦ୍ର ସୀମା ରେଖା ତଳେ ଥିବା ଆବଶ୍ୟକ। (ମାସିକ ଟ-୩୦୦ ଙ୍କ। )।

ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା

  • ୧୮ ବର୍ଷ ରୁ ୭୯ ବର୍ଷ ।
  • ଦାରିଦ୍ର ସୀମା ରେଖା ତଳେ ଥିବା ଆବଶ୍ୟକ ।
  • ୮୦% ରୁ ଉର୍ଦ୍ଧ ଡାକ୍ତରଙ୍କ ଦ୍ଵାରା ପାଇଁ ଥିବା ପ୍ରମାଣ ପତ୍ର । (ମାସିକ ଟ-୩୦୦ ଙ୍କ। )।
  • ଶତକଡା ୬୦% ରୁ ଅଧିକ ଥିବା ବ୍ୟକ୍ତି (ମାସିକ ଟ-୫୦୦/- ) ।

ଜାତୀୟ ପରିବାର ମଙ୍ଗଳ ଯୋଜନା

  • ପରିବାରର ରୋଜଗାର କ୍ଷମ ବ୍ୟକ୍ତି (ସ୍ତ୍ରୀ /ପୁରୁଷ )
  • ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଆବଶ୍ୟକ।
  • ମୃତ ବ୍ୟକ୍ତି ଙ୍କ ବୟସ ୧୮ରୁ ଉର୍ଦ୍ଧ ଓ ୬୦ ବର୍ଷରୁ କମ ହେବ ଆବଶ୍ୟକ ।(ଗୋଟିଏ ଥର ସହାୟତା ରାଶି ପାଇବେ )। ୧୮.୧୦.୨୦୧୨ ପରେ ମରିଥିବା ବ୍ୟକ୍ତି ଟ-୨୦,୦୦୦/- ଙ୍କ। ପାଇବେ।
  • ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକ।ରୀ ମଞ୍ଜୁର କରିପାରିବେ।

ମଧୁବାବୁ ଯୋଜନ। ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା

  • ସ୍ତ୍ରୀ /ପୂରୁଷ ର ୬୦ ବର୍ଷ ଏବଂ ତଦୁର୍ଦ୍ଧ ।
  • ଦାରିଦ୍ର ସୀମା ରେଖା ତଳେ ଥିବା ଆବଶ୍ୟକ
  • ନଚେତ୍ ବାର୍ଷିକ ଆୟ ଟ- ୨୪୦୦୦/- ରୁ କମ୍ ତହସିଲଦାର କିମ୍ବା ରାଜସ୍ୱ ଅଧିକାରୀ ଙ୍କ ଠାରୁ ପାଇଁ ଥିବା ଆବଶ୍ୟକ ।
  • (ମାସିକ ଟ୩୦୦/-) ଏବଂ ୮୦ ବର୍ଷରୁ ଉର୍ଦ୍ଧ ଟ-୫୦୦/-ଙ୍କ।)

ବିଧବା ଭତ୍ତା

  • ବୟସସିମାର ଅନାବଶ୍ୟକ ।
  • ଦାରିଦ୍ର ସୀମା ରେଖା ତଳେ ଥିବା ଆବଶ୍ୟକ ।
  • ନଚେତ୍ ବାର୍ଷିକ ଆୟ ଟ- ୨୪୦୦୦ /- ରୁ କମ୍ ତହସିଲଦାର କିମ୍ବା ରାଜସ୍ୱ ଅଧିକାରୀ ଙ୍କ ଠାରୁ ପାଇଁ ଥିବା ଆବଶ୍ୟକ ।
  • (ମାସିକ ଟ-୩୦୦/-ଙ୍କ।)

ଓଡିଶା ଭିନ୍ନକ୍ଷମ ଭତ୍ତା

  • ୫ ବର୍ଷ ଏବଂ ତଦୁର୍ଦ୍ଧ
  • ଦାରିଦ୍ର ସୀମା ରେଖା ତଳେ ଥିବା ଆବଶ୍ୟକ ।
  • ନଚେତ୍ ବାର୍ଷିକ ଆୟ ଟ- ୨୪୦୦୦ /- ରୁ କମ୍ ତହସିଲଦାର କିମ୍ବା ରାଜସ୍ୱ ଅଧିକାରୀ ଙ୍କ ଠାରୁ ପାଇଁ ଥିବା ଆବଶ୍ୟକ
  • ୪୦% ରୁ ଉର୍ଦ୍ଧ୍ୟ ଡାକ୍ତରଙ୍କ ଦ୍ଵାରା ପାଇଁ ଥିବା ପ୍ରମାଣ ପତ୍ର ।
  • (ମାସିକ ଟ-୩୦୦ ଙ୍କ। )। ଏବଂ ଶତକଡା ୬୦% ରୁ ଅଧିକ ଥିବା ବ୍ୟକ୍ତି (ମାସିକ ଟ-୫୦୦/- ଙ୍କ।) ।

ମଧୁବାବୁ( ଅବିବାହିତ ଭତ୍ତା)

  • ଦାରିଦ୍ର ସୀମା ରେଖା ତଳେ ଥିବା ଆବଶ୍ୟକ ।
  • ନଚେତ୍ ବାର୍ଷିକ ଆୟ ଟ- ୨୪୦୦୦ /- ରୁ କମ୍ ତହସିଲଦାର କିମ୍ବା ରାଜସ୍ୱ ଅଧିକାରୀ ଙ୍କ ଠାରୁ ପାଇଁ ଥିବା ଆବଶ୍ୟକ
  • ୩୦ ବର୍ଷ ରୁ ଅଧିକ (ମାସିକ ଟ -୩୦୦ଙ୍କ।)

ବାଣିଶ୍ରୀ ବିଦ୍ୟା ବୃତ୍ତି

  • ଭିନ୍ନକ୍ଷମ ୪୦% ରୁ ଉର୍ଦ୍ଧ୍ୟ ଡାକ୍ତରଙ୍କ ଦ୍ଵାରା ପାଇଁ ଥିବା ପ୍ରମାଣ ପତ୍ର ।
  • ଗତ ବର୍ଷର ମାର୍କ ସିଟ।
  • ବାର୍ଷିକ ଆୟ ଟ -୨,୦୦,୦୦୦/-ଙ୍କ। ରୁ କମ୍ ତହସିଲଦାରଙ୍କ ଠାରୁ ପ୍ରମାଣ ପତ୍ର ପାଇଥିବା ଆବଶ୍ୟକ । କିମ୍ବା ଦାରିଦ୍ର୍ୟ ସୀମା ରେଖାରେ ଥିବା ଆବଶ୍ୟକ ।
  • ୧ମ ରୁ ୫ମ ପର୍ଯ୍ୟନ୍ତ ମାସିକ ଟ-୨୦୦/- (୧୦ମାସ ନିମନ୍ତେ) ।
  • ପଢିବା ସହାୟତା ଦୃଷ୍ଟିବାଧିତ ନିମନ୍ତେ ଟ-୧00/-(୧୦ ମାସ ନିମନ୍ତେ)।
  • ଶତକଡା ୭୫% ରୁ ଅଧିକ ଥିବା ଛାତ୍ରଓ ଛାତ୍ରୀଙ୍କ ନିମନ୍ତେ ଟ-୧୦୦/-( ୧୦ ମାସ ନିମନ୍ତେ)।
  • ୬ ରୁ ୮ମ ପର୍ଯ୍ୟନ୍ତ ମାସିକ ଟ-୨୫ ୦/- (୧୦ମାସ ନିମନ୍ତେ) ।
  • ପଢିବା ସହାୟତା ଦୃଷ୍ଟିବାଧିତ ନିମନ୍ତେ ଟ-୧୫0/-(୧୦ ମାସ ନିମନ୍ତେ)।
  • ଶତକଡା ୭୫% ରୁ ଅଧିକ ଥିବା ଛାତ୍ରଓ ଛାତ୍ରୀ ନିମନ୍ତେ ଟ-୧୦୦/-( ୧୦ ମାସ ନିମନ୍ତେ)।
  • ଭିନ୍ନକ୍ଷମ ଶତକଡା ୪୦% ରୁ ଉର୍ଦ୍ଧ୍ୟ ଡାକ୍ତରଙ୍କ ଦ୍ଵାରା ପାଇଁ ଥିବା ପ୍ରମାଣ ପତ୍ର ।
  • ଏହା ସେମାନଙ୍କ ଜମା ଖାତାରେ ଜମା କରାଯାଏ।

ପ୍ରି-ମାଟ୍ରିକ୍

  • ବାର୍ଷିକ ଆୟ ଟ -୨,୦୦,୦୦୦/-ଙ୍କ। ରୁ କମ୍ ତହସିଲଦାରଙ୍କ ଠାରୁ ପ୍ରମାଣ ପତ୍ର ପାଇଥିବା ଆବଶ୍ୟକ । କିମ୍ବା ଦାରିଦ୍ର୍ୟ ସୀମା ରେଖାରେ ଥିବା ଆବଶ୍ୟକ ।
  • ଗତ ବର୍ଷର ମାର୍କ ସିଟ।
  • ନବମ ଏବଂ ଦଶମ ଶ୍ରେଣୀ ନିମନ୍ତେ ମାସିକ ୨୫୦/-(୧0 ମାସର ) ।
  • ଭିନ୍ନକ୍ଷମ ଶତକଡା ୪୦% ରୁ ଉର୍ଦ୍ଧ୍ୟ ଡାକ୍ତରଙ୍କ ଦ୍ଵାରା ପାଇଁ ଥିବା ପ୍ରମାଣ ପତ୍ର ।
  • ଏହା ଭାରତ ସରକାରଙ୍କରେ ପରିକଳ୍ପନା ଅଟେ।
  • ଏହା ସେମାନଙ୍କ ଜମା ଖାତାରେ ଜମା କରାଯାଏ।

ପୋଷ୍ଟ-ମାଟ୍ରିକ୍

  • ଦାରିଦ୍ର ସୀମା ରେଖା ଅନ୍ତର୍ଭୁକ୍ତ କିମ୍ବା ବାର୍ଷିକ ଆୟ ଟ -୨,୫୦,୦୦୦/-
  • ବାର୍ଷିକ ଆୟ ଟ -୨,୫୦,୦୦୦/-ଙ୍କ। ରୁ କମ୍ ତହସିଲଦାରଙ୍କ ଠାରୁ ପ୍ରମାଣ ପତ୍ର ପାଇଥିବା ଆବଶ୍ୟକ । କିମ୍ବା ଦାରିଦ୍ର୍ୟ ସୀମା ରେଖାରେ ଥିବା ଆବଶ୍ୟକ ।
  • ଗତ ବର୍ଷର ମାର୍କ ସିଟ।
  • +୨ ଏବଂ +୩ ଶ୍ରେଣୀ ନିମନ୍ତେ ମାସିକ ୩୦୦/-(୧0 ମାସର ) ।
  • ଭିନ୍ନକ୍ଷମ ଶତକଡା ୪୦% ରୁ ଉର୍ଦ୍ଧ୍ୟ ଡାକ୍ତରଙ୍କ ଦ୍ଵାରା ପାଇଁ ଥିବା ପ୍ରମାଣ ପତ୍ର ।
  • ଏହା ଭାରତ ସରକାରଙ୍କରେ ପରିକଳ୍ପନା ଅଟେ।
  • ଏହା ସେମାନଙ୍କ ଜମା ଖାତାରେ ଜମା କରାଯାଏ।

ଉଚ୍ଛ ଶ୍ରେଣୀ

  • ଦାରିଦ୍ର ସୀମା ରେଖା ଅନ୍ତର୍ଭୁକ୍ତ କିମ୍ବା ବାର୍ଷିକ ଆୟ ଟ -୨,୫୦,୦୦୦/-
  • ବାର୍ଷିକ ଆୟ ଟ -୨,୫୦,୦୦୦/-ଙ୍କ। ରୁ କମ୍ ତହସିଲଦାରଙ୍କ ଠାରୁ ପ୍ରମାଣ ପତ୍ର ପାଇଥିବା ଆବଶ୍ୟକ । କିମ୍ବା ଦାରିଦ୍ର୍ୟ ସୀମା ରେଖାରେ ଥିବା ଆବଶ୍ୟକ ।</li
  • ଗତ ବର୍ଷର ମାର୍କ ସିଟ।
  • ସ୍ନାତୋକତର, ଧନ୍ଦାମୂଳକ ମୁକ୍ତ ତାଲିମ ନିମନ୍ତେ (ମାସିକ ଟ-୩୫୦/- ଙ୍କ। (୧0 ମାସର ) ।
  • ଭିନ୍ନକ୍ଷମ ଶତକଡା ୪୦% ରୁ ଉର୍ଦ୍ଧ୍ୟ ଡାକ୍ତରଙ୍କ ଦ୍ଵାରା ପାଇଁ ଥିବା ପ୍ରମାଣ ପତ୍ର ।
  • ଏହା ଭାରତ ସରକାରଙ୍କରେ ପରିକଳ୍ପନା ଅଟେ।
  • ଏହା ସେମାନଙ୍କ ଜମା ଖାତାରେ ଜମା କରାଯାଏ।

ବୈବାହିକ ପ୍ରୋସ୍ଛାହନ

  • ଗୋଟିଏ ଭିନ୍ନକ୍ଷମ ବ୍ୟକ୍ତି ଏକ ସାଧାରଣ ବ୍ୟକ୍ତି ଙ୍କୁ ବିବାହ କରିବା ଅ।ବଶ୍ୟକ ।
  • ଭିନ୍ନକ୍ଷମ ଶତକଡା ୪୦% ରୁ ଉର୍ଦ୍ଧ୍ୟ ଡାକ୍ତରଙ୍କ ଦ୍ଵାରା ପାଇଁ ଥିବା ପ୍ରମାଣ ପତ୍ର ।
  • କାର୍ଯ୍ୟ ଦକ୍ଷ ଅଧିକାରୀଙ୍କ ଠାରୁ ବିବାହ ପ୍ରମାଣ ପତ୍ର ପାଇଁ ଥିବା ଆବଶ୍ୟକ ।
  • ବାସିନ୍ଦା ପ୍ରମାଣ ପତ୍ର ହସିଲଦାରଙ୍କ ଠାରୁ ପାଇଁ ଥିବା ଆବଶ୍ୟକ ।
    ପୁଅ ର ବୟସ -୨୧ ଓ ଝିଅ ର ବୟସ ୧୮ ହେବ। ଆବଶ୍ୟକ ।
    ଏହା ୩ ବର୍ଷ ନିମନ୍ତେ ସେମାନଙ୍କ ଯୁଗ୍ମ ଜମା ଖାତାରେ ଜମ। କରାଯାଏ ।(ଟ-,/-୫୦,୦୦୦/-ଙ୍କ।)
  • ଏହା ତହସିଲଦାରଙ୍କ ଠାରୁ ଅନୁସନ୍ଧାନ କରା ଯିବା ଆବଶ୍ୟକ ।

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ

  • ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ପ୍ରତିବର୍ଷ ଏହା ପଞ୍ଚାଯତ ସମିତି ମହକୁମା ଓ ଗ୍ରାମପଞ୍ଚାୟତ କରାଯାଇଥାଏ ।
  • ଏହି ଶିବିରରେ ଭିନ୍ନକ୍ଷମ ମାନଙ୍କର ପରୀକ୍ଷା ନିମନ୍ତେ ବିଶେଷଜ୍ଞ ଡାକ୍ତର ଯଥା : ଅସ୍ଥିଶଲ୍ୟ ,ଶ୍ରବଣ ,ଚକ୍ଷୁ ଦ୍ଵାରା ବିଭିନ୍ନ ସୁବିଧା ସୁଯୋଗ ଯଥା :- ଡାକ୍ତରଙ୍କ ପ୍ରମାଣପତ୍ର ,ଓ ଜିଲ୍ଲାସ୍ତରୀୟ ଥଇଥାନ କେନ୍ଦ୍ର (ଗଞ୍ଜାମ)ଙ୍କ ଦ୍ଵାରା ଚିହ୍ନଟ କରାଯାଇ (କୁତ୍ରିମ ଅଙ୍ଗ ରୋପଣ , ସଂଶୋଧକ ବିବରଣୀ କରାଯିବା ନିମନ୍ତେ ସ୍ଥିର କରାଯାଇଥାଏ ।
  • ଆୟ ଏବଂ ବାସିନ୍ଦା ପ୍ରମାଣ ପାତ୍ର (ସମ୍ପୃକ୍ତ ତହସିଲଦାରଙ୍କ ଠାରୁ ) ପ୍ରଦାନ କରାଯାଇଥାଏ ।
  • ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀଙ୍କ ଠାରୁ ବସ ରିଆତି ଉଚିତ ସୁପାରିସ ଜିଲ୍ଲା ପରିବହନ ଅଧିକାରୀଙ୍କ ଠାରୁ କରାଯାଏ ପ୍ରଦାନ କରାଯାଇଥାଏ ।ଏବଂ ରେଳ ରିଆତି ,ଇନ୍ଦିରା ଅ।ବାସ ଯୋଜନା ,ମୋ-କୁଡିଆ ,ଧନ୍ଦାମୂଳକ ତାଲିମ ଇତ୍ୟାଦିର ବ୍ୟବସ୍ଥା କରାଯାଇଥାଏ ।

ଡି ଆର ଆଇ ଲୋନ

  • ଏଥିଦ୍ଵାରା ଜଣେ ଭିନ୍ନକ୍ଷମ ହିତାଧିକାରୀ ଟ-୧୫୦୦୦/- ରୁ ୨୦୦୦୦/- ପର୍ଯ୍ୟନ୍ତ ଋଣ ଶତକଡା ୪% ହାରରେ ପାଇଁ ଥାଏ।
  • ହିତାଧିକାରୀଙ୍କ ବୟସ ୧୮ ରୁ ଉର୍ଦ୍ଧ
  • ଶତକଡା ୪୦% ରୁ ଉର୍ଦ୍ଧ ଭିନ୍ନକ୍ଷମ ପ୍ରମାଣ ପତ୍ର ଏବ୍ନ

ବରିଷ୍ଠ ନାଗରିକ ( ଅବଦାନ )

ବରିଷ୍ଠ ନାଗରିକଙ୍କ ବୟସ ୬୦ ରୁ ଉର୍ଦ୍ଧ ହେବ ଦରକାର। ସେମାନଙ୍କର ଖାଇବା ରହିବା ବ୍ୟବସ୍ଥା ରହିଅଛି । ଓଡିଶାରେ ପୁରୁଷ ମାନଙ୍କ ଠାରୁ ସ୍ତ୍ରୀ ମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ସରକାରଙ୍କ ଦ୍ଵାରା( ଅବଦାନ ) ଯୋଜନାରେ ସେମାନଙ୍କରେ ବ୍ୟବସ୍ଥା କରାଯାଉଅଛି । ଗଜପତି ଜିଲ୍ଲାରେ ଆଶ୍ରା ନାମରେ ଗୋଟିଏ ବୃଦ୍ଧାଶ୍ରମ ଗ୍ରାମ/ପୋଷ୍ଟ- ରାମସ୍ଵାମିପୁର , ବନବିଭାଗ ନିକଟ ,ପାରଳାଖେମୁଣ୍ଡି । ଜୀବନ ଶୈଳୀ ବିକାଶ ନିମନ୍ତେ ସେମାନଙ୍କର ରହିବା,ଖାଇବା ,ଚିକିସ୍ଛା ଯତ୍ନ ର ବ୍ୟବସ୍ଥା କରାଯାଇଅଛି। ବରିଷ୍ଠ ନାଗରିକଙ୍କର ୨୦୦୭କାର୍ଯ୍ୟକାରୀ ଆଇନ ଅନୁଯାଇ କେନ୍ଦ୍ର ଓ ରାଜ୍ୟର ଲକ୍ଷ୍ୟ ପୂରଣ କରାଯିବ ।

ସ୍ଵତନ୍ତ୍ର ବିଦ୍ୟାଳୟ

ଗଜପତି ଜିଲ୍ଲାର ଗ୍ରାମ/ପୋଷ୍ଟ –ମୋହନା ଠାରେ ଅନ୍ଧ ,ମୂକ ଓ ବଧିର ବିଦ୍ୟାଳୟ ରହିଅଛି । ଗତ ବର୍ଷ (୨୦୧୭-୧୮)ଅର୍ଥାତ୍ ମାନସିକ ଅନଗ୍ରସର ବିଦ୍ୟାଳୟ ଗ୍ରାମ/ପୋଷ୍ଟ-ର।ଣିପେଣ୍ଠ, ପଞ୍ଚାୟତ ସମିତି କାଶିନଗର ଠାରେ ରହିଅଛି। ୨୦୧୭-୨୦୧୮ବର୍ଷରେ ଜିଲ୍ଲାସ୍ତରୀୟ ପ୍ରକଳ୍ପ ବୋଧଗମ୍ୟ ବୈଠକରେ ସ୍ଥିରକରାଯାଇ ରାଜ୍ୟ ସରକାରଙ୍କୁ ପଠାଯାଇଅଛି ।

ଭିକ୍ଷୁକ :(ସହାୟ)

ଓଡିଶା ସରକାରଙ୍କ ଦ୍ଵାରା କାର୍ଯ୍ୟ କ।ଋ କରାଯାଇଥିବା ଭିକ୍ଷୁକ :- (ସହାୟ)ସହର କିମ୍ବା ଗ୍ରାମରେ ଅନେକ ଲୋକ ମନ୍ଦିର ,ମସଜିତ ,ଗୀର୍ଜା ,ବଜାର ,ଦାଣ୍ଡରେ ବୁଲି ବୁଲି ଭିକ୍ଷା ମାଗିବା ଯୋଜନାକୁ ସରକାରଙ୍କ (ସହାୟ) ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଅଛି। ଏଥିରେ ସେମାନେ ଭତ୍ତା, ଇନ୍ଦିରା ଆବ।ସ, ପୁଣି ପିଲାମାନଙ୍କର ପଢିବା ନିମନ୍ତେ ବିଦ୍ୟ।ବୃତ୍ତି ,ଇତ୍ୟାଦି ଯୋଗାଇଦେବାର ବ୍ୟବସ୍ଥା ରହିଅଛି।

କିନ୍ନର (ସ୍ବୀକୃତି)

ସରକାରଙ୍କର ନିର୍ଦ୍ଧେଶ କ୍ରମେ ସମସ୍ତ କିନ୍ନର ମାନେ ନିଜନିଜର ପ୍ରମାଣପତ୍ର ଦେବେ । ଏବଂ ସେମାନଙ୍କୁ ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାର ବ୍ୟବସ୍ଥା ରହିଅଛି। ରାସନକାର୍ଡ ,ଭତ୍ତା ,ଇତ୍ୟାଦି ।ପୁଣି ଏମାନଙ୍କୁ ଧନ୍ଦାମୂଳକ ତାଲିମ ପାଇଁ ଥଇଥାନ ଏବଂ ଉଚ୍ଛକୋଟିର ବସବାସ ନିମନ୍ତେ ବ୍ୟବସ୍ଥା ରହିଅଛି।

ନିଶା ନିବାରଣ

ଗଜପତି ଜିଲ୍ଲାରେ ଗୋଟିଏ ୧୫ ଶଯ୍ୟା ଶେଯ ବିଶିଷ୍ଟ ପ୍ରସ୍ତାବ ଓଡିଶା ସରକାରଙ୍କୁ ପ୍ରେରଣା କରାଯାଇ ଅଛି। ବେସରକାରୀ ସଂସ୍ଥା (ସୁପୁତ୍ର) ଏହି ପ୍ରସ୍ତାବ ଦିଆଯାଇଅଛି।