ଗଜପତି ଜିଲ୍ଲାର ସବଡିଭିଜନ (ଉପଖଣ୍ଡ) ଏବଂ ବ୍ଲକ୍

ଗଜପତି ଜିଲ୍ଲାରେ କେବଳ ଗୋଟିଏ ସବଡିଭିଜନ ଅଛି ଯାହାକି ପାରଳାଖେମୁଣ୍ଡି ନାମରେ ନାମିତ । ଗଜପତି ଜିଲ୍ଲା ୭ଟି ବ୍ଲକ୍କୁ ନେଇ ଗଠିତ ।

ଜିଲ୍ଲା ସବଡିଭିଜନ ତାଲିକା

  1. ପାରଳାଖେମୁଣ୍ଡି

ଜିଲ୍ଲାର ବ୍ଲକ୍ ତାଲିକା

  1. ପାରଳାଖେମୁଣ୍ଡି(ଗୋଷାଣି)
  2. ଆର. ଊଦୟଗିରି
  3. ମୋହନା
  4. ରାୟଗଡ
  5. କାଶିନଗର
  6. ନୁଆଗଡ
  7. ଗୁମ୍ମା