• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Download/Details
1 ଟେଣ୍ଡର ଆହ୍ୱାନ ସୂଚନା - ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଗଜପତି

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (Regional Transport Office) ରେ ଏନଫୋର୍ସମେଣ୍ଟ କାର୍ଯ୍ୟ ପାଇଁ ଇଣ୍ଟରସେପ୍ଟର ଗାଡ଼ି ଭାବରେ ୧୨ ମାସ ପାଇଁ ମାସିକ ଭଡା ଆଧାରରେ ବ୍ୟବହାର କରିବାକୁ ଡ୍ରାଇଭର ସହିତ ସର୍ବାଧିକ ୦୯ ଜଣ ବସିବା କ୍ଷମତା ବିଶିଷ୍ଟ ଗୋଟିଏ (୧) ଟି ନନ୍-ଏସି/ଏସି ପେଟ୍ରୋଲ/ଡିଜେଲ୍ ଗାଡ଼ି (ବୋଲେରୋ ନିଓ ୯ ସିଟର୍) ଯୋଗାଇବା ପାଇଁ ଆଗ୍ରହୀ ସୁନାମଧନ୍ୟ ଟ୍ରାଭେଲ୍ ଏଜେନ୍ସି/ଟୁର୍ ଅପରେଟର୍/ବ୍ୟକ୍ତିବିଶେଷଙ୍କ ଠାରୁ ଉଦ୍ଧୃତି/ଟେଣ୍ଡର ଆହ୍ୱାନ କରାଯାଉଛି।

15-12-2025 22-12-2025 -12 PM Download (1.62 MB) ଟେଣ୍ଡର ଆହ୍ୱାନ ସୂଚନା - ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଗଜପତି