| S. No. | Title | Description | Start Date | End Date | Download/Details |
|---|---|---|---|---|---|
| 1 | ନୋଟିସ -“ବିକଶିତ ଗାଁ ବିକଶିତ ଓଡିଶା” ଯୋଜନା ନିମନ୍ତେ ଆବଶ୍ୟକୀୟ ପ୍ରକଳ୍ପ ପ୍ରସ୍ତାବ ଆମନ୍ତ୍ରଣ କରାଯାଉଛି। | ନୋଟିସ -ଓଡିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ସଂକଳ୍ପ ପତ୍ର ସଂଖ୍ୟା ୭୯୯ / ତା. ୦୭-୦୧-୨୦୨୬ ଏବଂ ପତ୍ର ସଂଖ୍ୟା ୧୧୫୫ / ତା. ୦୯-୦୧-୨୦୨୬ ତଥା ପତ୍ର ସଂଖ୍ୟା ୬୧୪୩ ତା. ୨୬/୦୨/୨୦୨୬ ଅନୁଯାୟୀ “ବିକଶିତ ଗାଁ ବିକଶିତ ଓଡିଶା” ଯୋଜନା ମାଧ୍ୟମରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ବାର୍ଷିକ ଖସଡା ପ୍ରସ୍ତୁତି ନିମନ୍ତେ ଗଜପତି ଜିଲ୍ଲା ଅନ୍ତର୍ଗତ ସମସ୍ତ ପିଆରଆଇ ସଦସ୍ୟ, ନିର୍ବାଚିତ ଜନପ୍ରତିନିଧି ଏବଂ ନାଗରିକ ସମାଜ ସଦସ୍ୟଙ୍କ ଠାରୁ ଗଜପତି ଜିଲ୍ଲାର ସମସ୍ତ ୦୭ ଗୋଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିମନ୍ତେ ଆବଶ୍ୟକୀୟ ପ୍ରକଳ୍ପ ପ୍ରସ୍ତାବ, ଜିଲ୍ଲାପାଳ-ତଥା ମୁଖ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଗଜପତିଙ୍କ ଦ୍ୱାରା ଆମନ୍ତ୍ରଣ କରାଯାଉଛି। |
04-04-2026 | 11-04-2026 - |
Download (700.81 KB)
|
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ପର୍ଯ୍ୟଟନ
- ସୂଚନା
- ଦସ୍ତାବିଜ
- ନିର୍ବାଚନ
- ଅଧିକ +
- ଜିଲ୍ଲା ଗେଜେଟିୟର
- ନିର୍ବାଚନ ଅଭିଲେଖାଗାର
- ପାରଳାଖେମୁଣ୍ଡି ପୌରାଞ୍ଚଳର କାଉନସିଲର ଓ ଅଧ୍ୟକ୍ଷଙ୍କ ସତ୍ୟପାଠ
- ଜ଼ିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ୨୦୨୨
- ସ୍ୱତନ୍ତ୍ର ସଙ୍କ୍ଷିପ୍ତ ସଂଶୋଧନ- ୨୦୨୧ - ୨୨
- ନାମାଙ୍କନ ପତ୍ର ଓ ସତ୍ୟପାଠ
- ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ
- ପ୍ରାର୍ଥୀଙ୍କ ଦୈନନ୍ଦିନ ଖର୍ଚ୍ଚ
- ଓଡ଼ିଶାର ଲୋକସଭା/ବିଧାନସଭା ପାଇଁ ସାଧାରଣ ନିର୍ବାଚନ, ୨୦୧୯ - ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ
- ସ୍ୱତନ୍ତ୍ର ସଙ୍କ୍ଷିପ୍ତ ସଂଶୋଧନ ଉପରେ ଜିଲ୍ଲାପାଳଙ୍କ ବାର୍ତ୍ତା
- 'ତିତଲି' ୨୦୧୮
- ନାଗରିକ ସେବା
- ମିଡିଆ ଗ୍ୟାଲେରୀ
- ସୂଚନା ଅଧିକାର
- ଫର୍ମ
- ନୋଭେଲ କରୋନା (କୋଭିଡ- ୧୯)