• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Download/Details
1 ନୋଟିସ -“ବିକଶିତ ଗାଁ ବିକଶିତ ଓଡିଶା” ଯୋଜନା ନିମନ୍ତେ ଆବଶ୍ୟକୀୟ ପ୍ରକଳ୍ପ ପ୍ରସ୍ତାବ ଆମନ୍ତ୍ରଣ କରାଯାଉଛି।

ନୋଟିସ -ଓଡିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ସଂକଳ୍ପ ପତ୍ର ସଂଖ୍ୟା ୭୯୯ / ତା. ୦୭-୦୧-୨୦୨୬ ଏବଂ ପତ୍ର ସଂଖ୍ୟା ୧୧୫୫ / ତା. ୦୯-୦୧-୨୦୨୬ ତଥା ପତ୍ର ସଂଖ୍ୟା ୬୧୪୩ ତା. ୨୬/୦୨/୨୦୨୬ ଅନୁଯାୟୀ “ବିକଶିତ ଗାଁ ବିକଶିତ ଓଡିଶା” ଯୋଜନା ମାଧ୍ୟମରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ବାର୍ଷିକ ଖସଡା ପ୍ରସ୍ତୁତି ନିମନ୍ତେ ଗଜପତି ଜିଲ୍ଲା ଅନ୍ତର୍ଗତ ସମସ୍ତ ପିଆରଆଇ ସଦସ୍ୟ, ନିର୍ବାଚିତ ଜନପ୍ରତିନିଧି ଏବଂ ନାଗରିକ ସମାଜ ସଦସ୍ୟଙ୍କ ଠାରୁ ଗଜପତି ଜିଲ୍ଲାର ସମସ୍ତ ୦୭ ଗୋଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିମନ୍ତେ ଆବଶ୍ୟକୀୟ ପ୍ରକଳ୍ପ ପ୍ରସ୍ତାବ, ଜିଲ୍ଲାପାଳ-ତଥା ମୁଖ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଗଜପତିଙ୍କ ଦ୍ୱାରା ଆମନ୍ତ୍ରଣ କରାଯାଉଛି।

04-04-2026 11-04-2026 - Download (700.81 KB) ନୋଟିସ -“ବିକଶିତ ଗାଁ ବିକଶିତ ଓଡିଶା” ଯୋଜନା ନିମନ୍ତେ ଆବଶ୍ୟକୀୟ ପ୍ରକଳ୍ପ ପ୍ରସ୍ତାବ ଆମନ୍ତ୍ରଣ କରାଯାଉଛି।