• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
Sl No. Title Description Start Date Documents
1 ଗଜପତି ଜିଲ୍ଲା ଅନ୍ତର୍ଗତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV) ର ବିଭିନ୍ନ ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କର ପଦବୀ ଭିତ୍ତିକ ଚିଠା ତାଲିକା (Draft List) ପ୍ରକାଶ କରାଯାଇଛି। ଗଜପତି ଜିଲ୍ଲା ଅନ୍ତର୍ଗତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV) ର ବିଭିନ୍ନ ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କର ପଦବୀ ଭିତ୍ତିକ ଚିଠା ତାଲିକା (Draft List) ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ଅବଗତି ନିମନ୍ତେ ଜିଲ୍ଲା ୱେବ୍ ପୋର୍ଟାଲ୍ gajapati.odisha.gov.in ରେ ପ୍ରକାଶିତ କରାଯାଇଛି। ଏହି ତାଲିକାରେ ଥିବା କୌଣସି ତ୍ରୁଟି ବା ବାଦ୍ ପଡ଼ିଥିବା ସୂଚନା ସମ୍ପର୍କରେ ପ୍ରାର୍ଥୀମାନଙ୍କ ଠାରୁ ଆପତ୍ତି ଆହ୍ୱାନ କରାଯାଉଛି। ଯଦି କୌଣସି ଆପତ୍ତି ଥାଏ, ତେବେ ପ୍ରାର୍ଥୀମାନେ ନିଜର ଦାବି ସପକ୍ଷରେ ଆବଶ୍ୟକୀୟ ଦସ୍ତାବିଜ ସହିତ ଲିଖିତ ଭାବେ ଆବେଦନ କରିବା ଆବଶ୍ୟକ, ଅନ୍ୟଥା ତାଲିକାରେ ଥିବା ତଥ୍ୟକୁ ସଠିକ୍ ବୋଲି ଗ୍ରହଣ କରାଯିବ। 07-01-2026