• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Download/Details
1 ଜିଲ୍ଲା କୌଶଳ ବିକାଶ ଓ ନିଯୁକ୍ତି କାର୍ଯ୍ୟାଳୟ, ଗଜପତିର ଆଧିକାରିକ କାର୍ଯ୍ୟ ସଂଚାଳନ ପାଇଁ ୦୧ଟି ଯାନବାହନ ଯୋଗାଣ ନିମନ୍ତେ ଟେଣ୍ଡର ଆମନ୍ତ୍ରଣ କରାଯାଉଛି।

ଜିଲ୍ଲା କୌଶଳ ବିକାଶ ଓ ନିଯୁକ୍ତି କାର୍ଯ୍ୟାଳୟ, ଗଜପତିର ଆଧିକାରିକ କାର୍ଯ୍ୟ ସଂଚାଳନ ପାଇଁ ଡ୍ରାଇଭର ସହିତ ସର୍ବାଧିକ ୦୫ ଜଣ ବସିବାକୁ ସମର୍ଥ ୦୧ଟି ଯାନବାହନ ଯୋଗାଣ ନିମନ୍ତେ ମୋହରବନ୍ଦ ଟେଣ୍ଡର ଆମନ୍ତ୍ରଣ କରାଯାଉଛି।

30-03-2026 10-04-2026 -10 AM Download (1.23 MB) ଜିଲ୍ଲା କୌଶଳ ବିକାଶ ଓ ନିଯୁକ୍ତି କାର୍ଯ୍ୟାଳୟ, ଗଜପତିର ଆଧିକାରିକ କାର୍ଯ୍ୟ ସଂଚାଳନ ପାଇଁ  ୦୧ଟି ଯାନବାହନ ଯୋଗାଣ ନିମନ୍ତେ  ଟେଣ୍ଡର ଆମନ୍ତ୍ରଣ କରାଯାଉଛି।