ବର୍ଗ : ଐତିହାସିକ
ଚନ୍ଦ୍ରଗିରି ମୋହନା ମଣ୍ଡଳର ଲୋବାରସିଂ ସ୍ଥାନରେ ଅଛି । ଏହି ସ୍ଥାନରେ ଅନେକ ତିବ୍ବତୀୟମାନେ ସେମାନଙ୍କର ଗୃହ ପରିତ୍ଯାଗ କରି ସେଠାରେ ବସବାସ କରନ୍ତି । ଜିରାଙ୍ଗ ସ୍ଥାନଟି ମୋହନା ମଣ୍ଡଳ ଅଧିନରେ ଅବସ୍ଥିତ ଯେଉଁଠାରେ ଦକ୍ଷିଣ ଏସିଆର ବୃହତ୍ତମ ବୁଦ୍ଧ ମନ୍ଦିର ପାଇଁ ଖ୍ଯାତି ଅର୍ଜନ କରିଅଛି । ୨୦୧୦ ମସିହାରେ ସନ୍ଥ ଗୁରୁ ଦଲାଇଲାମା ଏହି ମନ୍ଦିରଟିକୁ ଉଦ୍ଘାଟନ କରିଥିଲେ । ଏହାକୁ ମଧ୍ଯ “ମହାବିହାର ସମ୍ରାଜ” ବୋଲି କୁହାଯାଏ ।
ବିମାନ ମାର୍ଗରେ
ଭୁବନେଶ୍ୱର ବିମାନବନ୍ଦରରୁ ମୋହନା ରୋଡ ମାର୍ଗରେ ୨୫୪ କି.ମି. ଦୂରରେ ଚନ୍ଦ୍ରଗିରି ଅଛି ।
ସଡ଼କ ପଥରେ
ମୋହନା ଠାରୁ ୧୯ କି.ମି. ଏବଂ ପାରଳାଖେମୁଣ୍ଡି ଠାରୁ ୮୮ କି.ମି. ଦୂରରେ ଅଛି ।
ରେଳଗାଡ଼ିରେ
ବ୍ରହ୍ମପୁର ଠାରୁ ୮୦ କି.ମି. ଦୂରରେ ଅବସ୍ଥିତ ।