• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
Sr. No. Title Description Start Date End Date End Time Download/Details
21 NHM, ଗଜପତି ଅଧୀନରେ ସିନିୟର ଟ୍ରିଟମେଣ୍ଟ ସୁପରଭାଇଜର (STS) ପଦବୀ ପାଇଁ ଦଲିଲ ଯାଞ୍ଚ, କମ୍ପ୍ୟୁଟର ପରୀକ୍ଷା ଏବଂ ଭାଇଭା-ଭୋସେ ପରୀକ୍ଷାର ତାରିଖ ବୃଦ୍ଧି ସମ୍ବନ୍ଧୀୟ ବିଜ୍ଞପ୍ତି।

NHM, ଗଜପତି ଅଧୀନରେ ସିନିୟର ଟ୍ରିଟମେଣ୍ଟ ସୁପରଭାଇଜର (STS) ପଦବୀ ପାଇଁ ଦଲିଲ ଯାଞ୍ଚ, କମ୍ପ୍ୟୁଟର ପରୀକ୍ଷା ଏବଂ ଭାଇଭା-ଭୋସେ ପରୀକ୍ଷାର ତାରିଖ ବୃଦ୍ଧି ସମ୍ବନ୍ଧୀୟ ବିଜ୍ଞପ୍ତି।

30-05-2026 11-06-2026 Download (1.44 MB)
22 ୱାକ୍-ଇନ୍ ସାକ୍ଷାତକାର- ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଅତିଥି ଶିକ୍ଷକ/ଶିକ୍ଷୟିତ୍ରୀ ନିୟୋଜନ ନିମନ୍ତେ – EMRS, ଚନ୍ଦ୍ରଗିରି, ଗଜପତି।

ୱାକ୍-ଇନ୍ ସାକ୍ଷାତକାର- ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଅତିଥି ଶିକ୍ଷକ/ଶିକ୍ଷୟିତ୍ରୀ ନିୟୋଜନ ନିମନ୍ତେ  – EMRS, ଚନ୍ଦ୍ରଗିରି, ଗଜପତି।

30-05-2026 08-06-2026 Download (6.42 MB)
23 NHM ଅଧୀନରେ Senior Treatment Supervisor (STS) ପଦବୀ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ, କମ୍ପ୍ୟୁଟର ପରୀକ୍ଷା ଓ ଭାଇଭା-ଭୋସେ ସହିତ Yoga Instructor ଏମ୍ପାନେଲମେଣ୍ଟ ପାଇଁ ପ୍ରାଥମିକ ଭାବେ ଚୟନିତ ପ୍ରାର୍ଥୀମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ।

NHM ଅଧୀନରେ Senior Treatment Supervisor (STS) ପଦବୀ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ, କମ୍ପ୍ୟୁଟର ପରୀକ୍ଷା ଓ ଭାଇଭା-ଭୋସେ ସହିତ Yoga Instructor ଏମ୍ପାନେଲମେଣ୍ଟ ପାଇଁ ପ୍ରାଥମିକ ଭାବେ ଚୟନିତ ପ୍ରାର୍ଥୀମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ।

22-05-2026 05-06-2026 Notice for DC Computer test & viva voice_0.pdf (858.35 KB)
24 ଗଜପତି ଜିଲ୍ଲାରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ପଦବୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଡମ୍ବାଳା ମହିଳା ହର୍ଟିକଲଚର ଫାର୍ମର ପ୍ରୋଡ୍ୟୁସର କମ୍ପାନୀ ଲିମିଟେଡ୍ ଯୋଗ୍ୟ ପ୍ରାର୍ଥୀମାନଙ୍କ ଠାରୁ ଆବେଦନ ପତ୍ର ଆମନ୍ତ୍ରଣ କରୁଛି।

ଗଜପତି ଜିଲ୍ଲାରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ପଦବୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଡମ୍ବାଳା ମହିଳା ହର୍ଟିକଲଚର ଫାର୍ମର ପ୍ରୋଡ୍ୟୁସର କମ୍ପାନୀ ଲିମିଟେଡ୍ ଯୋଗ୍ୟ ପ୍ରାର୍ଥୀମାନଙ୍କ ଠାରୁ ଆବେଦନ ପତ୍ର ଆମନ୍ତ୍ରଣ କରୁଛି।

14-05-2026 26-05-2026 Advertisement.pdf (1.84 MB)
25 NHM, ଗଜପତି ଅଧୀନରେ ଏସ୍‌.ଟି.ଏସ୍‌ ପଦବୀ ଏବଂ ଯୋଗ ପ୍ରଶିକ୍ଷକଙ୍କ ପ୍ୟାନେଲଭୁକ୍ତି ସମ୍ବନ୍ଧୀୟ ଆପତ୍ତି ନିଷ୍ପତ୍ତି ଓ ଅନ୍ତିମ ତଥ୍ୟାଭିଳେଖ।

NHM, ଗଜପତି ଅଧୀନରେ ଏସ୍‌.ଟି.ଏସ୍‌ ପଦବୀ ଏବଂ ଯୋଗ ପ୍ରଶିକ୍ଷକଙ୍କ ପ୍ୟାନେଲଭୁକ୍ତି ସମ୍ବନ୍ଧୀୟ ଆପତ୍ତି ନିଷ୍ପତ୍ତି ଓ ଅନ୍ତିମ ତଥ୍ୟାଭିଳେଖ।

18-05-2026 25-05-2026 Notice for objection compliance shortlisted & rejected list of STS & Yoga-1_0.pdf (4.63 MB)
26 ସହାୟକ ଫୋରମ୍ୟାନ୍ (ଇଲେକ୍ଟ୍ରିକାଲ୍) (ଟ୍ରେନି), T&S ଗ୍ରୁପ୍-C (E&M) ଏବଂ ଟେକ୍ନିସିଆନ୍ (ଇଲେକ୍ଟ୍ରିସିଆନ୍) (ଟ୍ରେନି), କ୍ୟାଟେଗୋରୀ-III (E&M) ର ଖାଲି ପଦବୀଗୁଡ଼ିକୁ ପୂରଣ ପାଇଁ ଖୋଲା ନିଯୁକ୍ତି।

ସହାୟକ ଫୋରମ୍ୟାନ୍ (ଇଲେକ୍ଟ୍ରିକାଲ୍) (ଟ୍ରେନି), T&S ଗ୍ରୁପ୍-C (E&M) ଏବଂ ଟେକ୍ନିସିଆନ୍ (ଇଲେକ୍ଟ୍ରିସିଆନ୍) (ଟ୍ରେନି), କ୍ୟାଟେଗୋରୀ-III (E&M) ର ଖାଲି ପଦବୀଗୁଡ଼ିକୁ ପୂରଣ ପାଇଁ ଖୋଲା ନିଯୁକ୍ତି।

30-04-2026 07-05-2026 340.pdf (18.02 MB)
27 ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ଏମ୍ପାନେଲମେଣ୍ଟ ସମ୍ବନ୍ଧୀୟ ବିଜ୍ଞପ୍ତି - ଓଡିଶା ଆଦର୍ଶ ବିଦ୍ୟାଳୟଗୁଡିକ ପାଇଁ ଶିକ୍ଷାବର୍ଷ ୨୦୨୬-୨୭, ଗଜପତି I

ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ଏମ୍ପାନେଲମେଣ୍ଟ ସମ୍ବନ୍ଧୀୟ ବିଜ୍ଞପ୍ତି - ଓଡିଶା  ଆଦର୍ଶ ବିଦ୍ୟାଳୟଗୁଡିକ ପାଇଁ ଶିକ୍ଷାବର୍ଷ ୨୦୨୬-୨୭, ଗଜପତି I

07-04-2026 22-04-2026 ADVT-OAV-Gajapati.pdf (2.08 MB)
28 ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ନବ ପ୍ରାର୍ଥୀମାନଙ୍କୁ ତହସିଲଦାର-କମ୍-ସିଏଲଏ (CALA), ପାରଲାଖେମୁଣ୍ଡି କାର୍ଯ୍ୟାଳୟରେ ଠିକା ଆଧାରରେ (୬ ମାସ କିମ୍ବା ପ୍ରକଳ୍ପ ସମାପ୍ତି ପର୍ଯ୍ୟନ୍ତ) ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରାଯାଉଛି।

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ନବ ପ୍ରାର୍ଥୀମାନଙ୍କୁ ତହସିଲଦାର-କମ୍-ସିଏଲଏ (CALA), ପାରଲାଖେମୁଣ୍ଡି କାର୍ଯ୍ୟାଳୟରେ ଠିକା ଆଧାରରେ (୬ ମାସ କିମ୍ବା ପ୍ରକଳ୍ପ ସମାପ୍ତି ପର୍ଯ୍ୟନ୍ତ) ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରାଯାଉଛି।

09-04-2026 19-04-2026 Advertisement on Mahendra Tanaya Bridge on CALA_0.pdf (1.06 MB)
29 ସଂଶୋଧନ ସୂଚନା- ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ପରିବାର ଅଦାଲତର ନ୍ୟାୟାଧୀଶଙ୍କ ନିକଟରେ କାଉନ୍ସେଲର ପଦବୀ ପାଇଁ ସଂଶୋଧନ ସୂଚନା ।

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ପରିବାର ଅଦାଲତର ନ୍ୟାୟାଧୀଶଙ୍କ ନିକଟରେ କାଉନ୍ସେଲର ପଦବୀ ପାଇଁ ସଂଶୋଧନ ସୂଚନା ।

24-03-2026 15-04-2026 Corrigendum_3.pdf (185.93 KB)
30 ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ଜଜ୍ ପରିବାର ଅଦାଲତରେ କାଉନସେଲର ପଦବୀ ପାଇଁ ବିଜ୍ଞପ୍ତି।

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ଜଜ୍ ପରିବାର ଅଦାଲତରେ କାଉନସେଲର ପଦବୀ ପାଇଁ ବିଜ୍ଞପ୍ତି।

23-03-2026 15-04-2026 Advt_2.pdf (225.67 KB)