| S. No. | Title | Description | Office Name | Start Date | End Date | Download/Details |
|---|---|---|---|---|---|---|
| 101 | କୋଟେସନ୍ ଆହ୍ୱାନ ସୂଚନା-ଉତ୍କଳ ବାଳାଶ୍ରମ, ଗଜପତି I | ଗଜପତି ସ୍ଥିତ ସରକାରୀ ପରିଚାଳିତ ଉତ୍କଳ ବାଳାଶ୍ରମ ପାଇଁ ଓପନ୍-ଏୟାର୍ ଜିମ୍ (ଖୋଲା ପଡ଼ିଆ ବ୍ୟାୟାମଶାଳା) ସରଞ୍ଜାମ କ୍ରୟ ନିମନ୍ତେ ଆଗ୍ରହୀ ବ୍ୟକ୍ତିବିଶେଷ, ସଂସ୍ଥା, ଅନୁମୋଦିତ ଡିଲର ଏବଂ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କଠାରୁ ବନ୍ଦ କୋଟେସନ୍ ଆହ୍ୱାନ କରାଯାଉଛି। |
30-01-2026 | 07-02-2026 -12 PM |
Download (1.17 MB)
|
|
| 102 | ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ବ୍ୟବହୃତ ହେଉଥିବା ଲିନେନ୍ (Linen) ଏବଂ ଜଳର ଗୁଣବତ୍ତା ପରୀକ୍ଷା ପାଇଁ ସ୍ୱୀକୃତିପ୍ରାପ୍ତ ଲାବୋରେଟୋରୀଗୁଡ଼ିକର ଚୟନ ନିମନ୍ତେ ଟେଣ୍ଡର ଆହ୍ୱାନ ସୂଚନା | | ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ (Public Health Institutions) ବ୍ୟବହୃତ ହେଉଥିବା ଲିନେନ୍ (Linen) ଏବଂ ଜଳର ଗୁଣବତ୍ତା ପରୀକ୍ଷା ପାଇଁ ସ୍ୱୀକୃତିପ୍ରାପ୍ତ ଲାବୋରେଟୋରୀଗୁଡ଼ିକର ଚୟନ ନିମନ୍ତେ ଟେଣ୍ଡର ଆହ୍ୱାନ ସୂଚନା | ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ବ୍ୟବହୃତ ହେଉଥିବା ଲିନେନ୍ (Linen) ଏବଂ ଜଳର ଗୁଣବତ୍ତା ପରୀକ୍ଷା ପାଇଁ ସ୍ୱୀକୃତିପ୍ରାପ୍ତ ଲାବୋରେଟୋରୀଗୁଡ଼ିକର ଚୟନ ନିମନ୍ତେ ଟେଣ୍ଡର ଆହ୍ୱାନ ସୂଚନା | |
08-01-2026 | 03-02-2026 -5:30 PM |
Download (7.53 MB)
|
|
| 103 | ଦୈନିକ ବଜାର ଠାରେ ନିର୍ମିତ ଭେଣ୍ଡିଂ ଜୋନ୍ (୬ଟି ଦୋକାନ) ଆବଣ୍ଟନ ନିମନ୍ତେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ବାସୀଙ୍କ ଠାରୁ ଦରଖାସ୍ତ ଆହ୍ବାନ କରାଯାଉଅଛି I | ବିଜ୍ଞାପିତ ଅଞ୍ଚଳ ପରିଷଦର ଦୈନିକ ବଜାର ଠାରେ ନିର୍ମିତ ଭେଣ୍ଡିଂ ଜୋନ୍ (୬ଟି ଦୋକାନ) ଆବଣ୍ଟନ ନିମନ୍ତେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ବାସୀଙ୍କ ଠାରୁ ଦରଖାସ୍ତ ଆହ୍ବାନ କରାଯାଉଅଛି I |
21-01-2026 | 02-02-2026 -5:30 PM |
Download (807.13 KB)
|
|
| 104 | ଜିଲ୍ଲା ପରିଷଦ, ଗଜପତିଙ୍କ ପାଇଁ HRSP (Human Resource Service Provider) ଚୟନ ନିମନ୍ତେ ଅନୁଷ୍ଠିତ ଟେଣ୍ଡର କମିଟି ବୈଠକର ବିବରଣୀ। | ଜିଲ୍ଲା ପରିଷଦ, ଗଜପତିଙ୍କ ପାଇଁ HRSP ଚୟନ ନିମନ୍ତେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ପାରଳାଖେମୁଣ୍ଡି, ଗଜପତିଠାରେ ତା ୦୪.୧୧.୨୦୨୫ ଏବଂ ତା ୧୪.୧୧.୨୦୨୫ ରିଖରେ ଅନୁଷ୍ଠିତ ଟେଣ୍ଡର କମିଟି ବୈଠକର ବିବରଣୀ। |
19-01-2026 | 31-01-2026 - |
Download (1.34 MB)
|
|
| 105 | ସଂଶୋଧନ ପତ୍ର (CORRIGENDUM) | ସଂଶୋଧନ ପତ୍ର - Expression of Interest ସଂଖ୍ୟା ୪୨, ତାରିଖ ୦୫-୦୧-୨୦୨୬ ର ଆଂଶିକ ପରିବର୍ତ୍ତନ ଏବଂ ସଂଯୋଜନ ପୂର୍ବକ ପ୍ରକଳ୍ପ(ଗୁଡ଼ିକ)ର ଡି.ପି.ଆର (DPR) ପ୍ରସ୍ତୁତି ପାଇଁ ଆଗ୍ରହୀ ସ୍ଥପତି (Architect) / ପରାମର୍ଶଦାତା ସଂସ୍ଥାମାନଙ୍କ ଠାରୁ ବନ୍ଦ ଲଫାପା ମାଧ୍ୟମରେ ଅଭିରୁଚି ପ୍ରକାଶ (EOI) ନିମନ୍ତେ ସଂଶୋଧିତ କରାଗଲା I |
17-01-2026 | 31-01-2026 -5 PM |
Download (547.2 KB)
|
|
| 106 | ପାରଳାଖେମୁଣ୍ଡି ପୌରପାଳିକା ଦ୍ୱାରା ପ୍ରକାଶିତ କୋଟେସନ୍ ଆହ୍ୱାନ ବିଜ୍ଞପ୍ତି (Quotation Call Notice). | ପାରଳାଖେମୁଣ୍ଡି ପୌରପାଳିକା ଅଞ୍ଚଳର ବିଭିନ୍ନ ସ୍ଥାନ/ସର୍ବସାଧାରଣ ସ୍ଥାନଗୁଡ଼ିକରେ ଆର.ସି.ସି (RCC) ପ୍ରିକାଷ୍ଟ କଂକ୍ରିଟ୍ ଚେୟାର ଯୋଗାଇବା ଏବଂ ସ୍ଥାପନ କରିବା ପାଇଁ ଆଗ୍ରହୀ ପଞ୍ଜିକୃତ ସଂସ୍ଥା/ଏଜେନ୍ସିମାନଙ୍କ ଠାରୁ ବନ୍ଦ ଲଫାପା ମାଧ୍ୟମରେ କୋଟେସନ୍ ଆହ୍ୱାନ କରାଯାଉଛି। |
17-01-2026 | 31-01-2026 -5 PM |
Download (710.3 KB)
|
|
| 107 | ପ୍ରଶ୍ନ ପତ୍ର ସହ ଉତ୍ତର ଖାତା' (Question cum Answer Sheet) ର ମୁଦ୍ରଣ, ଯୋଗାଣ, DTP ଏବଂ ପ୍ରଶ୍ନ ପ୍ରସ୍ତୁତି ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି। | ପ୍ରଥମରୁ ଚତୁର୍ଥ ଏବଂ ଷଷ୍ଠ ଓ ସପ୍ତମ ଶ୍ରେଣୀର SA-II ପରୀକ୍ଷା ଏବଂ ୨୦୨୬ ବର୍ଷର ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ନିମନ୍ତେ 'ପ୍ରଶ୍ନ ପତ୍ର ସହ ଉତ୍ତର ଖାତା' (Question cum Answer Sheet) ର ମୁଦ୍ରଣ, ଯୋଗାଣ, DTP ଏବଂ ପ୍ରଶ୍ନ ପ୍ରସ୍ତୁତି ପାଇଁ ସୁନାମଧନ୍ୟ ତଥା ବିଶ୍ୱାସଯୋଗ୍ୟ ପ୍ରିଣ୍ଟର୍ସ / ଫାର୍ମ / ଏଜେନ୍ସିମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି। |
16-01-2026 | 29-01-2026 -1 PM |
Download (2.52 MB)
|
|
| 108 | ସଂଶୋଧନ ପତ୍ର (CORRIGENDUM) : ବିଡ୍ ସନ୍ଦର୍ଭ ସଂଖ୍ୟା : KNGR/NAC/05/2025-26 | ବିଡ୍ ସନ୍ଦର୍ଭ ସଂଖ୍ୟା (BID REFERENCE NO.): KNGR/NAC/05/2025-26 ପାଇଁ ସଂଶୋଧନ ପତ୍ର (CORRIGENDUM) |
13-01-2026 | 29-01-2026 -5 PM |
Download (1.92 MB)
|
|
| 109 | ଟେଣ୍ଡର ବାତିଲ ସୂଚନା-NAC,କାଶୀନଗର | କାର୍ଯ୍ୟାଳୟର ପତ୍ର ସଂଖ୍ୟା ୨୬୯/NAC, ତାରିଖ ୦୪-୦୩-୨୦୨୫ ଅନୁଯାୟୀ, କାଶୀନଗର NAC ଅନ୍ତର୍ଗତ ମାର୍କେଟ ଅଞ୍ଚଳରେ ୦୬ ଗୋଟି ଭେଣ୍ଡିଂ ଜୋନ୍ (Vending Zones) ଆବଣ୍ଟନ ପାଇଁ ଯେଉଁ ଅଭିରୁଚି ପ୍ରସ୍ତାବ (EoI) ଆହ୍ୱାନ କରାଯାଇଥିଲା, ତାହାକୁ ପ୍ରଶାସନିକ କାରଣରୁ ଏଥିଦ୍ୱାରା ବାତିଲ କରାଗଲା। |
22-01-2026 | 28-01-2026 -5 PM |
Download (533.96 KB)
|
|
| 110 | ସଂଶୋଧନ ପତ୍ର (CORRIGENDUM) : ବିଡ୍ ସନ୍ଦର୍ଭ ସଂଖ୍ୟା : KNGR/NAC/05/2025-26. | ସଂଶୋଧନ ପତ୍ର (CORRIGENDUM) : ବିଡ୍ ସନ୍ଦର୍ଭ ସଂଖ୍ୟା : KNGR/NAC/05/2025-26. |
20-01-2026 | 27-01-2026 -5 PM |
Download (784.79 KB)
|
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ପର୍ଯ୍ୟଟନ
- ସୂଚନା
- ଦସ୍ତାବିଜ
- ନିର୍ବାଚନ
-
ଅଧିକ +
- ଜିଲ୍ଲା ଗେଜେଟିୟର
-
ନିର୍ବାଚନ ଅଭିଲେଖାଗାର
- ପାରଳାଖେମୁଣ୍ଡି ପୌରାଞ୍ଚଳର କାଉନସିଲର ଓ ଅଧ୍ୟକ୍ଷଙ୍କ ସତ୍ୟପାଠ
- ଜ଼ିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ୨୦୨୨
- ସ୍ୱତନ୍ତ୍ର ସଙ୍କ୍ଷିପ୍ତ ସଂଶୋଧନ- ୨୦୨୧ - ୨୨
- ନାମାଙ୍କନ ପତ୍ର ଓ ସତ୍ୟପାଠ
- ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ
- ପ୍ରାର୍ଥୀଙ୍କ ଦୈନନ୍ଦିନ ଖର୍ଚ୍ଚ
- ଓଡ଼ିଶାର ଲୋକସଭା/ବିଧାନସଭା ପାଇଁ ସାଧାରଣ ନିର୍ବାଚନ, ୨୦୧୯ - ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ
- ସ୍ୱତନ୍ତ୍ର ସଙ୍କ୍ଷିପ୍ତ ସଂଶୋଧନ ଉପରେ ଜିଲ୍ଲାପାଳଙ୍କ ବାର୍ତ୍ତା
- 'ତିତଲି' ୨୦୧୮
- ନାଗରିକ ସେବା
- ମିଡିଆ ଗ୍ୟାଲେରୀ
- ସୂଚନା ଅଧିକାର
- ଫର୍ମ
- ନୋଭେଲ କରୋନା (କୋଭିଡ- ୧୯)