| S. No. | Title | Description | Office Name | Start Date | End Date | Download/Details |
|---|---|---|---|---|---|---|
| 71 | ରାୟଗଡ଼ା ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି। | ରାୟଗଡ଼ା ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି। |
07-03-2026 | 23-03-2026 -4 PM |
Download (1.28 MB)
|
|
| 72 | ଏତଦ୍ୱାରା ବିଜ୍ଞାପିତ ଅଞ୍ଚଳ ପରିଷଦର ଦେନିକ ବଜାର ଠାରେ ନିମ୍ନିତ ଭେଣ୍ଡିଂ ଜୋନ (୬ ଦୋକାନ) ଆବଣ୍ଟନ ନିମନ୍ତେ କାଶାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ବାସିନ୍ଦା ଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। | ଏତଦ୍ୱାରା ବିଜ୍ଞାପିତ ଅଞ୍ଚଳ ପରିଷଦର ଦେନିକ ବଜାର ଠାରେ ନିମ୍ନିତ ଭେଣ୍ଡିଂ ଜୋନ (୬ ଦୋକାନ) ଆବଣ୍ଟନ ନିମନ୍ତେ କାଶାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ବାସିନ୍ଦା ଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। |
10-03-2026 | 21-03-2026 -5:30 PM |
Download (1.51 MB)
|
|
| 73 | ଟେଣ୍ଡର ସ୍ଥଗିତ ସୂଚନା - ଖଣି ଅଧିକାରୀ କାର୍ଯ୍ୟାଳୟ, ଗଜପତି I | ଗଜପତି ଜିଲ୍ଲା ପାଇଁ ଟେଣ୍ଡର ସୂଚନା ସଂଖ୍ୟା ୧୯୯, ତାରିଖ ୨୫.୦୨.୨୦୨୬ ଅନୁସାରେ ପ୍ରକାଶିତ ୫ଟି ସୂକ୍ଷ୍ମ ଖଣିଜ ଉତ୍ସର ଇ-ଲଟେରୀ ପ୍ରକ୍ରିୟା ଅଗ୍ରତର ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। |
06-03-2026 | 20-03-2026 - |
Download (484.6 KB)
|
|
| 74 | ଶୁଦ୍ଧିପତ୍ର -ଗୁମ୍ମା ବ୍ଲକ | ଶୁଦ୍ଧିପତ୍ର -ଗୁମ୍ମା ବ୍ଲକ |
Office of the Block Development Officer | 05-03-2026 | 20-03-2026 - |
Download (968.38 KB)
|
| 75 | ଜବତ ଯାନବାହନ ବିକ୍ରୟ ପାଇଁ ପୁନଃ ଟେଣ୍ଡର ସୂଚନା – ଡିଭିଜନାଲ୍ ଫରେଷ୍ଟ ଅଫିସର, ପାରଳାଖେମୁଣ୍ଡି ଡିଭିଜନ। | ଜବତ ହୋଇଥିବା ୧୦ (ଦଶ)ଟି ଯାନବାହନକୁ “ଯେଉଁଠାରେ ଯେମିତି ଅବସ୍ଥାରେ ଅଛି ସେହି ଅବସ୍ଥାରେ” ଆଧାରରେ ପ୍ରତ୍ୟେକ ଯାନବାହନ ପାଇଁ ପୃଥକ୍ ପୃଥକ୍ ଭାବରେ ବିକ୍ରୟ କରିବା ନିମନ୍ତେ ସାଧାରଣ କାଗଜରେ ସିଲ୍ ହୋଇଥିବା ଟେଣ୍ଡର ଆହ୍ୱାନ କରାଯାଉଛି । ଉକ୍ତ ଟେଣ୍ଡରଗୁଡ଼ିକ ଡିଭିଜନାଲ୍ ଫରେଷ୍ଟ ଅଫିସର, ପାରଳାଖେମୁଣ୍ଡି ଡିଭିଜନ କାର୍ଯ୍ୟାଳୟରେ ୧୭.୦୩.୨୦୨୬ ତାରିଖ ସନ୍ଧ୍ୟା ୦୫:୩୦ ମଧ୍ୟରେ ଜମା କରିବାକୁ ପଡିବ। |
07-03-2026 | 17-03-2026 -5:30 PM |
Download (1.06 MB)
|
|
| 76 | ଟେଣ୍ଡର ନୋଟିସ୍-ପାରାଲାଖେମୁଣ୍ଡି ପୌରପାଳିକା | ଟେଣ୍ଡର ନୋଟିସ୍-ପାରାଲାଖେମୁଣ୍ଡି ପୌରପାଳିକା |
Office of the Municipal Council | 06-03-2026 | 17-03-2026 - |
Download (573.43 KB)
|
| 77 | ଧାନ ଗ୍ରହଣ କେନ୍ଦ୍ର (RRCs) ରେ ଖାଦ୍ୟ ଶସ୍ୟ (ଚାଉଳ ଓ ଗହମ) ହାଣ୍ଡଲିଂ ପାଇଁ ହାଣ୍ଡଲିଂ କନ୍ଟ୍ରାକ୍ଟର ଚୟନ ଓ ନିଯୁକ୍ତି ନିମନ୍ତେ ଅନଲାଇନ୍ ଟେଣ୍ଡର ଆହ୍ୱାନ କରାଯାଉଛି I | ଯୋଗ୍ୟ ବୋଲିଦାରମାନଙ୍କୁ ଠାରୁ ଅନଲାଇନ୍ ଟେଣ୍ଡର ଆହ୍ୱାନ କରାଯାଉଛି, ଯାହା ଦ୍ୱାରା ଗଜପତି ଜିଲ୍ଲାର ସମସ୍ତ ଧାନ ଗ୍ରହଣ କେନ୍ଦ୍ର (RRCs) ରେ ଖାଦ୍ୟ ଶସ୍ୟ (ଚାଉଳ ଓ ଗହମ) ହାଣ୍ଡଲିଂ ପାଇଁ ହାଣ୍ଡଲିଂ କନ୍ଟ୍ରାକ୍ଟର (ଶ୍ରମ କାର୍ଯ୍ୟ) ଚୟନ ଓ ନିଯୁକ୍ତି କରାଯିବ (ଯେଉଁ PEG ଗୋଦାମଗୁଡିକରେ ଗୋଦାମ ମାଲିକ ସ୍ୱୟଂ ହାଣ୍ଡଲିଂ କାମ କରୁଛନ୍ତି ସେଗୁଡିକ ବ୍ୟତୀତ)। |
26-02-2026 | 16-03-2026 -5 PM |
Download (94.64 KB)
|
|
| 78 | ମୋହନI ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି। | ମୋହନI ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି।
|
26-02-2026 | 16-03-2026 -3 PM |
Download (1.81 MB)
|
|
| 79 | ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, ଗଜପତି - ଯାନବାହନ ପାଇଁ ଟେଣ୍ଡର ଆହ୍ଵାନ ନୋଟିସ | ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, ଗଜପତି - ଯାନବାହନ ପାଇଁ ଟେଣ୍ଡର ଆହ୍ଵାନ ନୋଟିସ |
District Excise Office | 06-03-2026 | 15-03-2026 -5 P.M |
Download (1.4 MB)
|
| 80 | ଗୁମ୍ମା ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି। | ଗୁମ୍ମା ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି। |
23-02-2026 | 09-03-2026 -3 PM |
Download (296.72 KB)
|
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ପର୍ଯ୍ୟଟନ
- ସୂଚନା
- ଦସ୍ତାବିଜ
- ନିର୍ବାଚନ
-
ଅଧିକ +
- ଜିଲ୍ଲା ଗେଜେଟିୟର
-
ନିର୍ବାଚନ ଅଭିଲେଖାଗାର
- ପାରଳାଖେମୁଣ୍ଡି ପୌରାଞ୍ଚଳର କାଉନସିଲର ଓ ଅଧ୍ୟକ୍ଷଙ୍କ ସତ୍ୟପାଠ
- ଜ଼ିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ୨୦୨୨
- ସ୍ୱତନ୍ତ୍ର ସଙ୍କ୍ଷିପ୍ତ ସଂଶୋଧନ- ୨୦୨୧ - ୨୨
- ନାମାଙ୍କନ ପତ୍ର ଓ ସତ୍ୟପାଠ
- ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ
- ପ୍ରାର୍ଥୀଙ୍କ ଦୈନନ୍ଦିନ ଖର୍ଚ୍ଚ
- ଓଡ଼ିଶାର ଲୋକସଭା/ବିଧାନସଭା ପାଇଁ ସାଧାରଣ ନିର୍ବାଚନ, ୨୦୧୯ - ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ
- ସ୍ୱତନ୍ତ୍ର ସଙ୍କ୍ଷିପ୍ତ ସଂଶୋଧନ ଉପରେ ଜିଲ୍ଲାପାଳଙ୍କ ବାର୍ତ୍ତା
- 'ତିତଲି' ୨୦୧୮
- ନାଗରିକ ସେବା
- ମିଡିଆ ଗ୍ୟାଲେରୀ
- ସୂଚନା ଅଧିକାର
- ଫର୍ମ
- ନୋଭେଲ କରୋନା (କୋଭିଡ- ୧୯)