• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Office Name Start Date End Date Download/Details
51 ଅତିରିକ୍ତ ସୂଚନା-କାଶୀନଗର ବ୍ଲକ, ଗଜପତିର କାର୍ଯ୍ୟାଳୟ ଟେଣ୍ଡର କଲ୍ ନୋଟିସ୍ ନଂ ୯୭୬, ତାରିଖ ୦୮-୦୪-୨୦୨୬ ଅନୁସାରେ।

ଅତିରିକ୍ତ ସୂଚନା – କାଶୀନଗର ବ୍ଲକ, ଗଜପତିର କାର୍ଯ୍ୟାଳୟ ଟେଣ୍ଡର କଲ୍ ନୋଟିସ୍ ନଂ ୯୭୬, ତାରିଖ ୦୮-୦୪-୨୦୨୬ ଅନୁସାରେ।

15-04-2026 16-04-2026 -5 PM Download (717.1 KB) ଅତିରିକ୍ତ ସୂଚନା-କାଶୀନଗର ବ୍ଲକ, ଗଜପତିର କାର୍ଯ୍ୟାଳୟ ଟେଣ୍ଡର କଲ୍ ନୋଟିସ୍ ନଂ ୯୭୬, ତାରିଖ ୦୮-୦୪-୨୦୨୬ ଅନୁସାରେ।
52 କାଶୀନଗର ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି।

କାଶୀନଗର ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି।

09-04-2026 16-04-2026 -5 PM Download (17.7 MB) କାଶୀନଗର ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି।
53 ସଂଶୋଧନ ସୂଚନା - ମୋଟର ଯାନ ନିଯୁକ୍ତି ପାଇଁ ଶେଷ ତାରିଖ ବୃଦ୍ଧି ସମ୍ବନ୍ଧରେ – ଜିଲ୍ଲା ଆଡିଟ୍ କାର୍ଯ୍ୟାଳୟ, ଲୋକାଲ ଫଣ୍ଡ ଆଡିଟ୍, ଗଜପତି।

ସଂଶୋଧନ ସୂଚନା - ମୋଟର ଯାନ ନିଯୁକ୍ତି ପାଇଁ ଶେଷ ତାରିଖ ବୃଦ୍ଧି ସମ୍ବନ୍ଧରେ – ଜିଲ୍ଲା ଆଡିଟ୍ କାର୍ଯ୍ୟାଳୟ, ଲୋକାଲ ଫଣ୍ଡ ଆଡିଟ୍, ଗଜପତି।

06-04-2026 16-04-2026 -5 PM Download (206.42 KB) ସଂଶୋଧନ ସୂଚନା - ମୋଟର ଯାନ ନିଯୁକ୍ତି ପାଇଁ ଶେଷ ତାରିଖ ବୃଦ୍ଧି ସମ୍ବନ୍ଧରେ – ଜିଲ୍ଲା ଆଡିଟ୍ କାର୍ଯ୍ୟାଳୟ, ଲୋକାଲ ଫଣ୍ଡ ଆଡିଟ୍, ଗଜପତି।
54 ସଂଶୋଧନ ସୂଚନା – କାର୍ଯ୍ୟାଳୟର ଟେଣ୍ଡର (SNIT) ସଂଖ୍ୟା 3853, ତାରିଖ 02.04.2026 ସନ୍ଦର୍ଭରେ ଟେଣ୍ଡର ଦାଖଲ ଓ ଖୋଲାର ଶେଷ ତାରିଖ ବୃଦ୍ଧି ସମ୍ବନ୍ଧୀୟ।

ସଂଶୋଧନ ସୂଚନା  – କାର୍ଯ୍ୟାଳୟର  ଟେଣ୍ଡର (SNIT) ସଂଖ୍ୟା 3853, ତାରିଖ 02.04.2026 ସନ୍ଦର୍ଭରେ ଟେଣ୍ଡର ଦାଖଲ ଓ ଖୋଲାର ଶେଷ ତାରିଖ ବୃଦ୍ଧି ସମ୍ବନ୍ଧୀୟ।

07-04-2026 15-04-2026 -5 PM (635.49 KB) Corrigendum ସଂଶୋଧନ ସୂଚନା  – କାର୍ଯ୍ୟାଳୟର  ଟେଣ୍ଡର (SNIT) ସଂଖ୍ୟା 3853, ତାରିଖ 02.04.2026 ସନ୍ଦର୍ଭରେ ଟେଣ୍ଡର ଦାଖଲ ଓ ଖୋଲାର ଶେଷ ତାରିଖ ବୃଦ୍ଧି ସମ୍ବନ୍ଧୀୟ।
55 କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନସ୍ଥ ଦୈନିକ ବଜାର ଠାରେ ନିର୍ମିତ ଭେଣ୍ଡିଂ ଜୋନ (୩ ଟି ଛୋଟ ଦୋକାନ) ଆବଣ୍ଟନ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି ।

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନସ୍ଥ ଦୈନିକ ବଜାର ଠାରେ ନିର୍ମିତ ଭେଣ୍ଡିଂ ଜୋନ (୩ ଟି ଛୋଟ ଦୋକାନ) ଆବଣ୍ଟନ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି । 

06-04-2026 15-04-2026 -5:30 PM Download (867.1 KB) କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନସ୍ଥ ଦୈନିକ ବଜାର ଠାରେ ନିର୍ମିତ ଭେଣ୍ଡିଂ ଜୋନ (୩ ଟି ଛୋଟ ଦୋକାନ) ଆବଣ୍ଟନ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି ।
56 ନୋଟିସ -“ବିକଶିତ ଗାଁ ବିକଶିତ ଓଡିଶା” ଯୋଜନା ନିମନ୍ତେ ଆବଶ୍ୟକୀୟ ପ୍ରକଳ୍ପ ପ୍ରସ୍ତାବ ଆମନ୍ତ୍ରଣ କରାଯାଉଛି।

ନୋଟିସ -ଓଡିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ସଂକଳ୍ପ ପତ୍ର ସଂଖ୍ୟା ୭୯୯ / ତା. ୦୭-୦୧-୨୦୨୬ ଏବଂ ପତ୍ର ସଂଖ୍ୟା ୧୧୫୫ / ତା. ୦୯-୦୧-୨୦୨୬ ତଥା ପତ୍ର ସଂଖ୍ୟା ୬୧୪୩ ତା. ୨୬/୦୨/୨୦୨୬ ଅନୁଯାୟୀ “ବିକଶିତ ଗାଁ ବିକଶିତ ଓଡିଶା” ଯୋଜନା ମାଧ୍ୟମରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ବାର୍ଷିକ ଖସଡା ପ୍ରସ୍ତୁତି ନିମନ୍ତେ ଗଜପତି ଜିଲ୍ଲା ଅନ୍ତର୍ଗତ ସମସ୍ତ ପିଆରଆଇ ସଦସ୍ୟ, ନିର୍ବାଚିତ ଜନପ୍ରତିନିଧି ଏବଂ ନାଗରିକ ସମାଜ ସଦସ୍ୟଙ୍କ ଠାରୁ ଗଜପତି ଜିଲ୍ଲାର ସମସ୍ତ ୦୭ ଗୋଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିମନ୍ତେ ଆବଶ୍ୟକୀୟ ପ୍ରକଳ୍ପ ପ୍ରସ୍ତାବ, ଜିଲ୍ଲାପାଳ-ତଥା ମୁଖ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଗଜପତିଙ୍କ ଦ୍ୱାରା ଆମନ୍ତ୍ରଣ କରାଯାଉଛି।

04-04-2026 11-04-2026 - Download (700.81 KB) ନୋଟିସ -“ବିକଶିତ ଗାଁ ବିକଶିତ ଓଡିଶା” ଯୋଜନା ନିମନ୍ତେ ଆବଶ୍ୟକୀୟ ପ୍ରକଳ୍ପ ପ୍ରସ୍ତାବ ଆମନ୍ତ୍ରଣ କରାଯାଉଛି।
57 ଜିଲ୍ଲା କୌଶଳ ବିକାଶ ଓ ନିଯୁକ୍ତି କାର୍ଯ୍ୟାଳୟ, ଗଜପତିର ଆଧିକାରିକ କାର୍ଯ୍ୟ ସଂଚାଳନ ପାଇଁ ୦୧ଟି ଯାନବାହନ ଯୋଗାଣ ନିମନ୍ତେ ଟେଣ୍ଡର ଆମନ୍ତ୍ରଣ କରାଯାଉଛି।

ଜିଲ୍ଲା କୌଶଳ ବିକାଶ ଓ ନିଯୁକ୍ତି କାର୍ଯ୍ୟାଳୟ, ଗଜପତିର ଆଧିକାରିକ କାର୍ଯ୍ୟ ସଂଚାଳନ ପାଇଁ ଡ୍ରାଇଭର ସହିତ ସର୍ବାଧିକ ୦୫ ଜଣ ବସିବାକୁ ସମର୍ଥ ୦୧ଟି ଯାନବାହନ ଯୋଗାଣ ନିମନ୍ତେ ମୋହରବନ୍ଦ ଟେଣ୍ଡର ଆମନ୍ତ୍ରଣ କରାଯାଉଛି।

30-03-2026 10-04-2026 -10 AM Download (1.23 MB) ଜିଲ୍ଲା କୌଶଳ ବିକାଶ ଓ ନିଯୁକ୍ତି କାର୍ଯ୍ୟାଳୟ, ଗଜପତିର ଆଧିକାରିକ କାର୍ଯ୍ୟ ସଂଚାଳନ ପାଇଁ  ୦୧ଟି ଯାନବାହନ ଯୋଗାଣ ନିମନ୍ତେ  ଟେଣ୍ଡର ଆମନ୍ତ୍ରଣ କରାଯାଉଛି।
58 ଜିଲ୍ଲାର ଅପର ଖଣିଜ ସମ୍ପଦର ଇ-ଲଟେରି ପାଇଁ ଟେଣ୍ଡର ନୋଟିସ୍ ।

 ଜିଲ୍ଲାର ଅପର ଖଣିଜ ସମ୍ପଦର ଇ-ଲଟେରି ପାଇଁ ଟେଣ୍ଡର ନୋଟିସ୍ ।

27-02-2026 10-04-2026 - Download (2.53 MB)  ଜିଲ୍ଲାର ଅପର ଖଣିଜ ସମ୍ପଦର ଇ-ଲଟେରି ପାଇଁ ଟେଣ୍ଡର ନୋଟିସ୍ ।
59 କାଶୀନଗର ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି।

କାଶୀନଗର ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି।

30-03-2026 09-04-2026 -5 PM Download (908.23 KB) କାଶୀନଗର ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି।
60 ପ୍ରାଯୁକ୍ତିକ ସହାୟକ ଓ ମଲ୍ଟି ଟାସ୍କିଂ କର୍ମଚାରୀ ପ୍ରଦାନ ପାଇଁ ସଂକ୍ଷିପ୍ତ ଟେଣ୍ଡର ଆହ୍ୱାନ ସୂଚନା I

ଆସନ୍ତା ଜନଗଣନା କାର୍ଯ୍ୟ–୨୦୨୭ ପାଇଁ ୧୮ ମାସ ସମୟାବଧି ପର୍ଯ୍ୟନ୍ତ ପ୍ରାଯୁକ୍ତିକ ସହାୟକ ଓ ମଲ୍ଟି-ଟାସ୍କିଂ କର୍ମଚାରୀ ପ୍ରଦାନ ପାଇଁ ଇଚ୍ଛୁକ ପଞ୍ଜିକୃତ ମାଲିକ/ଏଜେନ୍ସୀମାନଙ୍କ ଠାରୁ  ଟେଣ୍ଡର ଆହ୍ୱାନ କରାଯାଉଛି।

02-04-2026 08-04-2026 - Download (4.64 MB) ପ୍ରାଯୁକ୍ତିକ ସହାୟକ ଓ ମଲ୍ଟି ଟାସ୍କିଂ କର୍ମଚାରୀ ପ୍ରଦାନ ପାଇଁ ସଂକ୍ଷିପ୍ତ ଟେଣ୍ଡର ଆହ୍ୱାନ ସୂଚନା I