| S. No. | Title | Description | Office Name | Start Date | End Date | Download/Details |
|---|---|---|---|---|---|---|
| 11 | ପାରଳାଖେମୁଣ୍ଡି ପୌରପାଳିକାରେ ଜଳାଶୟ ପୁନରୁଜ୍ଜୀବନ ପଦକ୍ଷେପର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ମହିଳା ମିଶନ ଶକ୍ତି ଗୋଷ୍ଠୀ (MSGS) ଅନ୍ତର୍ଭୁକ୍ତିକରଣ ନିମନ୍ତେ ଆଗ୍ରହ ପ୍ରକାଶ (EOI) ଆହ୍ୱାନ । | ପାରଳାଖେମୁଣ୍ଡି ପୌରପାଳିକାରେ ଜଳାଶୟ ପୁନରୁଜ୍ଜୀବନ ପଦକ୍ଷେପର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ମହିଳା ମିଶନ ଶକ୍ତି ଗୋଷ୍ଠୀ (MSGS) ଅନ୍ତର୍ଭୁକ୍ତିକରଣ ନିମନ୍ତେ ଆଗ୍ରହ ପ୍ରକାଶ (EOI) ଆହ୍ୱାନ । |
06-06-2026 | 20-06-2026 -5 PM |
Download (832.11 KB)
|
|
| 12 | ପାରଳାଖେମୁଣ୍ଡି ପୌରାଞ୍ଚଳରେ ପଶୁ ହେଲ୍ପଲାଇନ୍ ସୁବିଧା ସହିତ ପଶୁ ଆମ୍ବୁଲାନ୍ସ ସେବା ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ (EoI) ଆହ୍ୱାନ । | ପାରଳାଖେମୁଣ୍ଡି ପୌରାଞ୍ଚଳରେ ପଶୁ ହେଲ୍ପଲାଇନ୍ ସୁବିଧା ସହିତ ପଶୁ ଆମ୍ବୁଲାନ୍ସ ସେବା ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ (EoI) ଆହ୍ୱାନ । |
04-06-2026 | 20-06-2026 -5 PM |
Download (5.79 MB)
|
|
| 13 | ପାରଳାଖେମୁଣ୍ଡି ପୌରାଞ୍ଚଳର ପଶୁ ହେଲ୍ପଲାଇନ୍ରେ ପଶୁ ଆମ୍ବୁଲାନ୍ସ ସେବା ପାଇଁ ଯାନବାହନ ନିଯୁକ୍ତି/ଭଡ଼ାରେ ନେବା ସମ୍ବନ୍ଧୀୟ ନିବିଦା ଆହ୍ୱାନ ବିଜ୍ଞପ୍ତି, ବର୍ଷ ୨୦୨୬-୨୭ – ସି.ଡି.ଭି.ଓ, ଗଜପତି। | ପାରଳାଖେମୁଣ୍ଡି ପୌରାଞ୍ଚଳର ପଶୁ ହେଲ୍ପଲାଇନ୍ରେ ପଶୁ ଆମ୍ବୁଲାନ୍ସ ସେବା ପାଇଁ ଯାନବାହନ ନିଯୁକ୍ତି/ଭଡ଼ାରେ ନେବା ସମ୍ବନ୍ଧୀୟ ନିବିଦା ଆହ୍ୱାନ ବିଜ୍ଞପ୍ତି, ବର୍ଷ ୨୦୨୬-୨୭ – ସି.ଡି.ଭି.ଓ, ଗଜପତି। |
02-06-2026 | 18-06-2026 -5 PM |
Download (2.77 MB)
|
|
| 14 | DPC-SSA, ଗଜପତି କାର୍ଯ୍ୟାଳୟର ସରକାରୀ ବ୍ୟବହାର ପାଇଁ ଯାନବାହନ ଭଡାରେ ନିଯୁକ୍ତି ସମ୍ବନ୍ଧୀୟ ଟେଣ୍ଡର ପତ୍ର ଦାଖଲର ଶେଷ ତାରିଖ ବୃଦ୍ଧି। | DPC-SSA, ଗଜପତି କାର୍ଯ୍ୟାଳୟର ସରକାରୀ ବ୍ୟବହାର ପାଇଁ ଯାନବାହନ ଭଡାରେ ନିଯୁକ୍ତି ସମ୍ବନ୍ଧୀୟ ଟେଣ୍ଡର ପତ୍ର ଦାଖଲର ଶେଷ ତାରିଖ ବୃଦ୍ଧି। |
29-05-2026 | 17-06-2026 -3 PM |
Download (470.33 KB)
|
|
| 15 | ଗଜପତି ଜିଲ୍ଲାର ବର୍ତ୍ତମାନ ଅଙ୍ଗନବାଡ଼ି କେନ୍ଦ୍ର (AWC) ଭବନଗୁଡ଼ିକର ଉନ୍ନତିକରଣ ପାଇଁ ଗଜପତି ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ-ସହ-କାର୍ଯ୍ୟନିର୍ବାହୀ ଅଧିକାରୀ (CDO-cum-EO), ଓଡ଼ିଶା, ଆଗ୍ରହୀ ସଂସ୍ଥା/ଏଜେନ୍ସି/କମ୍ପାନୀମାନଙ୍କଠାରୁ ଆଗ୍ରହ ପ୍ରକାଶ (EOI) ଆହ୍ୱାନ କରୁଛନ୍ତି। | ଗଜପତି ଜିଲ୍ଲାର ବର୍ତ୍ତମାନ ଅଙ୍ଗନବାଡ଼ି କେନ୍ଦ୍ର (AWC) ଭବନଗୁଡ଼ିକର ଉନ୍ନତିକରଣ ପାଇଁ ଗଜପତି ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ-ସହ-କାର୍ଯ୍ୟନିର୍ବାହୀ ଅଧିକାରୀ (CDO-cum-EO), ଓଡ଼ିଶା, ଆଗ୍ରହୀ ସଂସ୍ଥା/ଏଜେନ୍ସି/କମ୍ପାନୀମାନଙ୍କଠାରୁ ଆଗ୍ରହ ପ୍ରକାଶ (EOI) ଆହ୍ୱାନ କରୁଛନ୍ତି। |
03-06-2026 | 16-06-2026 -5 PM |
Download (4.27 MB)
|
|
| 16 | ଟେଣ୍ଡର ଆହ୍ୱାନ ବିଜ୍ଞପ୍ତି - EMRS, ଚନ୍ଦ୍ରଗିରି, ଗଜପତି। | ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଗ୍ରୋସରୀ ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହାର୍ଯ୍ୟ ଟଏଲେଟ୍ ସାମଗ୍ରୀ (ସାବୁନ, ତେଲ, ନ୍ୟାପକିନ୍ ଇତ୍ୟାଦି) ଯୋଗାଣ ନିମନ୍ତେ କେବଳ ମୋହନା ବ୍ଲକର GST ପଞ୍ଜୀକୃତ ଓ ସୁନାମଧନ୍ୟ ସଂସ୍ଥାମାନଙ୍କଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି – EMRS, ଚନ୍ଦ୍ରଗିରି, ଗଜପତି। |
30-05-2026 | 15-06-2026 -10 AM |
Download (4.17 MB)
|
|
| 17 | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ AAM SC ଗୁଡ଼ିକରେ ଗୃହରକ୍ଷଣ (Housekeeping) କାର୍ଯ୍ୟ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମାନଙ୍କ ନିୟୋଜନ ନିମନ୍ତେ ଆଗ୍ରହ ପ୍ରକାଶ (EOI) ବିଜ୍ଞପ୍ତି I | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ AAM SC ଗୁଡ଼ିକରେ ଗୃହରକ୍ଷଣ (Housekeeping) କାର୍ଯ୍ୟ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମାନଙ୍କ ନିୟୋଜନ ନିମନ୍ତେ ଆଗ୍ରହ ପ୍ରକାଶ (EOI) ବିଜ୍ଞପ୍ତି - ICDS, ପାରଳାଖେମୁଣ୍ଡି (ଗୋସାଣୀ)। |
01-06-2026 | 15-06-2026 - |
Download (4.4 MB)
|
|
| 18 | ନୂଆଗଡ଼ ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି। | ନୂଆଗଡ଼ ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି। |
25-05-2026 | 09-06-2026 -12 PM |
Download (2.47 MB)
|
|
| 19 | ସି.ଡି.ଏମ୍ ଏବଂ ପି.ଏଚ.ଓ, ଗଜପତିଙ୍କ ଟେଣ୍ଡର ଖୋଲିବା ତାରିଖ ପୁନଃ ନିର୍ଦ୍ଧାରଣ ସମ୍ବନ୍ଧୀୟ ସୂଚନା। | ସି.ଡି.ଏମ୍ ଏବଂ ପି.ଏଚ.ଓ, ଗଜପତିଙ୍କ ଟେଣ୍ଡର ଖୋଲିବା ତାରିଖ ପୁନଃ ନିର୍ଦ୍ଧାରଣ ସମ୍ବନ୍ଧୀୟ ସୂଚନା। |
01-06-2026 | 04-06-2026 -4 PM |
Download (173.15 KB)
|
|
| 20 | ଗଜପତି ଜିଲ୍ଲା ପାଇଁ ଲାବରେଟରୀ କେମିକାଲ୍ ଏବଂ ରିଏଜେଣ୍ଟ ଓ ମେଡିକାଲ୍ ଉପଭୋଗ୍ୟ ସାମଗ୍ରୀ ଯୋଗାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି। | ଗଜପତି ଜିଲ୍ଲା ପାଇଁ ଲାବରେଟରୀ କେମିକାଲ୍ ଏବଂ ରିଏଜେଣ୍ଟ ଓ ମେଡିକାଲ୍ ଉପଭୋଗ୍ୟ ସାମଗ୍ରୀ ଯୋଗାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି। |
05-05-2026 | 01-06-2026 -1 PM |
Download (1.88 MB)
|
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ପର୍ଯ୍ୟଟନ
- ସୂଚନା
- ଦସ୍ତାବିଜ
- ନିର୍ବାଚନ
-
ଅଧିକ +
- ଜିଲ୍ଲା ଗେଜେଟିୟର
-
ନିର୍ବାଚନ ଅଭିଲେଖାଗାର
- ପାରଳାଖେମୁଣ୍ଡି ପୌରାଞ୍ଚଳର କାଉନସିଲର ଓ ଅଧ୍ୟକ୍ଷଙ୍କ ସତ୍ୟପାଠ
- ଜ଼ିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ୨୦୨୨
- ସ୍ୱତନ୍ତ୍ର ସଙ୍କ୍ଷିପ୍ତ ସଂଶୋଧନ- ୨୦୨୧ - ୨୨
- ନାମାଙ୍କନ ପତ୍ର ଓ ସତ୍ୟପାଠ
- ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ
- ପ୍ରାର୍ଥୀଙ୍କ ଦୈନନ୍ଦିନ ଖର୍ଚ୍ଚ
- ଓଡ଼ିଶାର ଲୋକସଭା/ବିଧାନସଭା ପାଇଁ ସାଧାରଣ ନିର୍ବାଚନ, ୨୦୧୯ - ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ
- ସ୍ୱତନ୍ତ୍ର ସଙ୍କ୍ଷିପ୍ତ ସଂଶୋଧନ ଉପରେ ଜିଲ୍ଲାପାଳଙ୍କ ବାର୍ତ୍ତା
- 'ତିତଲି' ୨୦୧୮
- ନାଗରିକ ସେବା
- ମିଡିଆ ଗ୍ୟାଲେରୀ
- ସୂଚନା ଅଧିକାର
- ଫର୍ମ
- ନୋଭେଲ କରୋନା (କୋଭିଡ- ୧୯)