Tenders
| S. No. | Title | Description | Office Name | Start Date | End Date | Download/Details |
|---|---|---|---|---|---|---|
| 1 | ପାରଳାଖେମୁଣ୍ଡି ପୌରପାଳିକାରେ ଜଳାଶୟ ପୁନରୁଜ୍ଜୀବନ ପଦକ୍ଷେପର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ମହିଳା ମିଶନ ଶକ୍ତି ଗୋଷ୍ଠୀ (MSGS) ଅନ୍ତର୍ଭୁକ୍ତିକରଣ ନିମନ୍ତେ ଆଗ୍ରହ ପ୍ରକାଶ (EOI) ଆହ୍ୱାନ । | ପାରଳାଖେମୁଣ୍ଡି ପୌରପାଳିକାରେ ଜଳାଶୟ ପୁନରୁଜ୍ଜୀବନ ପଦକ୍ଷେପର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ମହିଳା ମିଶନ ଶକ୍ତି ଗୋଷ୍ଠୀ (MSGS) ଅନ୍ତର୍ଭୁକ୍ତିକରଣ ନିମନ୍ତେ ଆଗ୍ରହ ପ୍ରକାଶ (EOI) ଆହ୍ୱାନ । |
06-06-2026 | 20-06-2026 | Download(832.11 KB) |
|
| 2 | ପାରଳାଖେମୁଣ୍ଡି ପୌରାଞ୍ଚଳରେ ପଶୁ ହେଲ୍ପଲାଇନ୍ ସୁବିଧା ସହିତ ପଶୁ ଆମ୍ବୁଲାନ୍ସ ସେବା ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ (EoI) ଆହ୍ୱାନ । | ପାରଳାଖେମୁଣ୍ଡି ପୌରାଞ୍ଚଳରେ ପଶୁ ହେଲ୍ପଲାଇନ୍ ସୁବିଧା ସହିତ ପଶୁ ଆମ୍ବୁଲାନ୍ସ ସେବା ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ (EoI) ଆହ୍ୱାନ । |
04-06-2026 | 20-06-2026 | Download(5.79 MB)
|
|
| 3 | ଗଜପତି ଜିଲ୍ଲାର ବର୍ତ୍ତମାନ ଅଙ୍ଗନବାଡ଼ି କେନ୍ଦ୍ର (AWC) ଭବନଗୁଡ଼ିକର ଉନ୍ନତିକରଣ ପାଇଁ ଗଜପତି ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ-ସହ-କାର୍ଯ୍ୟନିର୍ବାହୀ ଅଧିକାରୀ (CDO-cum-EO), ଓଡ଼ିଶା, ଆଗ୍ରହୀ ସଂସ୍ଥା/ଏଜେନ୍ସି/କମ୍ପାନୀମାନଙ୍କଠାରୁ ଆଗ୍ରହ ପ୍ରକାଶ (EOI) ଆହ୍ୱାନ କରୁଛନ୍ତି। | ଗଜପତି ଜିଲ୍ଲାର ବର୍ତ୍ତମାନ ଅଙ୍ଗନବାଡ଼ି କେନ୍ଦ୍ର (AWC) ଭବନଗୁଡ଼ିକର ଉନ୍ନତିକରଣ ପାଇଁ ଗଜପତି ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ-ସହ-କାର୍ଯ୍ୟନିର୍ବାହୀ ଅଧିକାରୀ (CDO-cum-EO), ଓଡ଼ିଶା, ଆଗ୍ରହୀ ସଂସ୍ଥା/ଏଜେନ୍ସି/କମ୍ପାନୀମାନଙ୍କଠାରୁ ଆଗ୍ରହ ପ୍ରକାଶ (EOI) ଆହ୍ୱାନ କରୁଛନ୍ତି। |
03-06-2026 | 16-06-2026 | Download(4.27 MB) |
|
| 4 | ପାରଳାଖେମୁଣ୍ଡି ପୌରାଞ୍ଚଳର ପଶୁ ହେଲ୍ପଲାଇନ୍ରେ ପଶୁ ଆମ୍ବୁଲାନ୍ସ ସେବା ପାଇଁ ଯାନବାହନ ନିଯୁକ୍ତି/ଭଡ଼ାରେ ନେବା ସମ୍ବନ୍ଧୀୟ ନିବିଦା ଆହ୍ୱାନ ବିଜ୍ଞପ୍ତି, ବର୍ଷ ୨୦୨୬-୨୭ – ସି.ଡି.ଭି.ଓ, ଗଜପତି। | ପାରଳାଖେମୁଣ୍ଡି ପୌରାଞ୍ଚଳର ପଶୁ ହେଲ୍ପଲାଇନ୍ରେ ପଶୁ ଆମ୍ବୁଲାନ୍ସ ସେବା ପାଇଁ ଯାନବାହନ ନିଯୁକ୍ତି/ଭଡ଼ାରେ ନେବା ସମ୍ବନ୍ଧୀୟ ନିବିଦା ଆହ୍ୱାନ ବିଜ୍ଞପ୍ତି, ବର୍ଷ ୨୦୨୬-୨୭ – ସି.ଡି.ଭି.ଓ, ଗଜପତି। |
02-06-2026 | 18-06-2026 | Download(2.77 MB)
|
|
| 5 | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ AAM SC ଗୁଡ଼ିକରେ ଗୃହରକ୍ଷଣ (Housekeeping) କାର୍ଯ୍ୟ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମାନଙ୍କ ନିୟୋଜନ ନିମନ୍ତେ ଆଗ୍ରହ ପ୍ରକାଶ (EOI) ବିଜ୍ଞପ୍ତି I | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ AAM SC ଗୁଡ଼ିକରେ ଗୃହରକ୍ଷଣ (Housekeeping) କାର୍ଯ୍ୟ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମାନଙ୍କ ନିୟୋଜନ ନିମନ୍ତେ ଆଗ୍ରହ ପ୍ରକାଶ (EOI) ବିଜ୍ଞପ୍ତି - ICDS, ପାରଳାଖେମୁଣ୍ଡି (ଗୋସାଣୀ)। |
01-06-2026 | 15-06-2026 | Download(4.4 MB) |
|
| 6 | ଟେଣ୍ଡର ଆହ୍ୱାନ ବିଜ୍ଞପ୍ତି - EMRS, ଚନ୍ଦ୍ରଗିରି, ଗଜପତି। | ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଗ୍ରୋସରୀ ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହାର୍ଯ୍ୟ ଟଏଲେଟ୍ ସାମଗ୍ରୀ (ସାବୁନ, ତେଲ, ନ୍ୟାପକିନ୍ ଇତ୍ୟାଦି) ଯୋଗାଣ ନିମନ୍ତେ କେବଳ ମୋହନା ବ୍ଲକର GST ପଞ୍ଜୀକୃତ ଓ ସୁନାମଧନ୍ୟ ସଂସ୍ଥାମାନଙ୍କଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି – EMRS, ଚନ୍ଦ୍ରଗିରି, ଗଜପତି। |
30-05-2026 | 15-06-2026 | Download(4.17 MB) |
|
| 7 | DPC-SSA, ଗଜପତି କାର୍ଯ୍ୟାଳୟର ସରକାରୀ ବ୍ୟବହାର ପାଇଁ ଯାନବାହନ ଭଡାରେ ନିଯୁକ୍ତି ସମ୍ବନ୍ଧୀୟ ଟେଣ୍ଡର ପତ୍ର ଦାଖଲର ଶେଷ ତାରିଖ ବୃଦ୍ଧି। | DPC-SSA, ଗଜପତି କାର୍ଯ୍ୟାଳୟର ସରକାରୀ ବ୍ୟବହାର ପାଇଁ ଯାନବାହନ ଭଡାରେ ନିଯୁକ୍ତି ସମ୍ବନ୍ଧୀୟ ଟେଣ୍ଡର ପତ୍ର ଦାଖଲର ଶେଷ ତାରିଖ ବୃଦ୍ଧି। |
29-05-2026 | 17-06-2026 | Download(470.33 KB) |