• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
କ୍ରମିକ ସଂଖ୍ୟା ବିଷୟ ବର୍ଣ୍ଣନା ପ୍ରକାର ଦେଖନ୍ତୁ/ଡାଉନଲୋଡ୍
101 ଜିଲ୍ଲା କୌଶଳ ବିକାଶ ଓ ନିଯୁକ୍ତି କାର୍ଯ୍ୟାଳୟ, ଗଜପତିର ଆଧିକାରିକ କାର୍ଯ୍ୟ ସଂଚାଳନ ପାଇଁ ୦୧ଟି ଯାନବାହନ ଯୋଗାଣ ନିମନ୍ତେ ଟେଣ୍ଡର ଆମନ୍ତ୍ରଣ କରାଯାଉଛି। Tender Download (1.23 MB) ଜିଲ୍ଲା କୌଶଳ ବିକାଶ ଓ ନିଯୁକ୍ତି କାର୍ଯ୍ୟାଳୟ, ଗଜପତିର ଆଧିକାରିକ କାର୍ଯ୍ୟ ସଂଚାଳନ ପାଇଁ  ୦୧ଟି ଯାନବାହନ ଯୋଗାଣ ନିମନ୍ତେ  ଟେଣ୍ଡର ଆମନ୍ତ୍ରଣ କରାଯାଉଛି।
102 କାଶୀନଗର ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି। Tender Download (908.23 KB) କାଶୀନଗର ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି।
103 ନିବନ୍ଧିତ ବ୍ୟାପାରୀମାନଙ୍କ ପକ୍ଷରୁ ଔଷଧ ଓ ଉପଭୋଗ୍ୟ ସାମଗ୍ରୀ (ଜେନେରିକ୍) ଏବଂ ଅନ୍ୟାନ୍ୟ ସାମଗ୍ରୀର ଯୋଗାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି – ସିଡିଏମ୍ ଏବଂ ପିଏଚଓ, ଗଜପତି। Tender Download (5.37 MB) ନିବନ୍ଧିତ ବ୍ୟାପାରୀମାନଙ୍କ ପକ୍ଷରୁ ଔଷଧ ଓ ଉପଭୋଗ୍ୟ ସାମଗ୍ରୀ (ଜେନେରିକ୍) ଏବଂ ଅନ୍ୟାନ୍ୟ ସାମଗ୍ରୀର ଯୋଗାଣ ପାଇଁ  ଟେଣ୍ଡର ଆହ୍ୱାନ କରାଯାଉଛି – ସିଡିଏମ୍ ଏବଂ ପିଏଚଓ, ଗଜପତି।
104 ଟେଣ୍ଡର ଦାଖଲ ତାରିଖ ବୃଦ୍ଧି – ୦୧ (ଏକ) BS-VI ମାନଙ୍କୁ ଅନୁସରଣ କରୁଥିବା, ପେଟ୍ରୋଲ ଚାଳିତ (ଏସି) ଯାନ ନିମନ୍ତେ। Tender Download (671.9 KB) ଟେଣ୍ଡର ଦାଖଲ ତାରିଖ ବୃଦ୍ଧି – ୦୧ (ଏକ) BS-VI ମାନଙ୍କୁ ଅନୁସରଣ କରୁଥିବା, ପେଟ୍ରୋଲ ଚାଳିତ (ଏସି) ଯାନ ନିମନ୍ତେ।
105 ଶୁଦ୍ଧିପତ୍ର (Corrigendum) Tender Download (331.43 KB) ଶୁଦ୍ଧିପତ୍ର (Corrigendum)
106 ଅନ୍ୟ ଜିଲ୍ଲାର OSH&FW ସୋସାଇଟି ଅଧୀନରେ ସେହି ପଦବୀରେ କାର୍ଯ୍ୟରତ ଥିବା NHM ର ଇନ-ହାଉସ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଯେମାନେ ଗଜପତି ଜିଲ୍ଲାରେ ପୋଷ୍ଟିଂ ପାଇଁ ଇଚ୍ଛୁକ, ସେମାନଙ୍କଠାରୁ ଆବେଦନ ପତ୍ର ଆମନ୍ତ୍ରଣ କରାଯାଉଛି।

ଅନ୍ୟ ଜିଲ୍ଲାର OSH&FW ସୋସାଇଟି ଅଧୀନରେ ସେହି ପଦବୀରେ କାର୍ଯ୍ୟରତ ଥିବା NHM ର ଇନ-ହାଉସ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଯେମାନେ ଗଜପତି ଜିଲ୍ଲାରେ ପୋଷ୍ଟିଂ ପାଇଁ ଇଚ୍ଛୁକ, ସେମାନଙ୍କଠାରୁ ଆବେଦନ ପତ୍ର ଆମନ୍ତ୍ରଣ କରାଯାଉଛି।

Advertisement Advt notice for inhouse.pdf (1.87 MB)
107 କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (KVS) ଭର୍ତ୍ତି ନିୟମାବଳୀ (2026–27 ଓ ପରବର୍ତ୍ତୀ) I

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (KVS) ଭର୍ତ୍ତି ନିୟମାବଳୀ (2026–27 ଓ ପରବର୍ତ୍ତୀ) I

Advertisement Admission Guidelines 2026-27 (English Version).pdf (6.27 MB) , Admission Advertisement 2026-27 (Hindi & English).pdf (241.34 KB) , Admission Schedule (All Classes) 2026-27.pdf (728.64 KB)
108 ସଂଶୋଧନ ସୂଚନା- ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ପରିବାର ଅଦାଲତର ନ୍ୟାୟାଧୀଶଙ୍କ ନିକଟରେ କାଉନ୍ସେଲର ପଦବୀ ପାଇଁ ସଂଶୋଧନ ସୂଚନା ।

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ପରିବାର ଅଦାଲତର ନ୍ୟାୟାଧୀଶଙ୍କ ନିକଟରେ କାଉନ୍ସେଲର ପଦବୀ ପାଇଁ ସଂଶୋଧନ ସୂଚନା ।

Advertisement Corrigendum_3.pdf (185.93 KB)
109 ଇ-ପ୍ରକ୍ୟୁରମେଣ୍ଟ ସୂଚନା - ଏନ୍‌ଏସି, କାଶୀନଗର, ଗଜପତି। Tender Download (1.77 MB)  ଇ-ପ୍ରକ୍ୟୁରମେଣ୍ଟ ସୂଚନା - ଏନ୍‌ଏସି, କାଶୀନଗର, ଗଜପତି।
110 ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ଜଜ୍ ପରିବାର ଅଦାଲତରେ କାଉନସେଲର ପଦବୀ ପାଇଁ ବିଜ୍ଞପ୍ତି।

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ଜଜ୍ ପରିବାର ଅଦାଲତରେ କାଉନସେଲର ପଦବୀ ପାଇଁ ବିଜ୍ଞପ୍ତି।

Advertisement Advt_2.pdf (225.67 KB)
111 ଅଗ୍ନି ସୁରକ୍ଷା ସାମଗ୍ରୀ କ୍ରୟ ପାଇଁ ଦରପତ୍ର ଆହ୍ୱାନ ସୂଚନା — CDPO, ICDS ପ୍ରକଳ୍ପ କାର୍ଯ୍ୟାଳୟ, ରାୟଗଡା, ଗଜପତି। Tender Download (539.19 KB) ଅଗ୍ନି ସୁରକ୍ଷା ସାମଗ୍ରୀ କ୍ରୟ ପାଇଁ ଦରପତ୍ର ଆହ୍ୱାନ ସୂଚନା — CDPO, ICDS ପ୍ରକଳ୍ପ କାର୍ଯ୍ୟାଳୟ, ରାୟଗଡା, ଗଜପତି।
112 ପରଳାଖେମୁଣ୍ଡି ପୌରସଭାରେ ଜଳଛତ୍ର ଖୋଲା ପାଇଁ ଆଗ୍ରହ ପ୍ରକାଶ (EOI). Tender Download (838.62 KB) ପରଳାଖେମୁଣ୍ଡି ପୌରସଭାରେ ଜଳଛତ୍ର ଖୋଲା ପାଇଁ ଆଗ୍ରହ ପ୍ରକାଶ (EOI).
113 ରା. ଉଦୟଗିରି ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି। Tender Download (5.96 MB) ରା. ଉଦୟଗିରି ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି। Const ACR Kandhadiha.pdf (2.62 MB) , Const of 50MT godown_0.pdf (2.63 MB)
114 ଟେଣ୍ଡର କଲ୍ ନୋଟିସ୍ - ଏସ୍‌.ସି.ଡି.ସି ଆକିଲି ଫାର୍ମ (୨୦୨୫-୨୬) ର ଆମ୍ବ ଫଳର ନିଲାମ ବିକ୍ରୟ ପାଇଁ ଟେଣ୍ଡର ଆହ୍ୱାନ ସୂଚନା, ବ୍ଲକ୍ – ମୋହନା, ଜିଲ୍ଲା – ଗଜପତି। Tender Download (663.1 KB) ଟେଣ୍ଡର କଲ୍ ନୋଟିସ୍ - ଏସ୍‌.ସି.ଡି.ସି ଆକିଲି ଫାର୍ମ (୨୦୨୫-୨୬) ର ଆମ୍ବ ଫଳର ନିଲାମ ବିକ୍ରୟ ପାଇଁ ଟେଣ୍ଡର ଆହ୍ୱାନ ସୂଚନା, ବ୍ଲକ୍ – ମୋହନା, ଜିଲ୍ଲା – ଗଜପତି।
115 ହିଟ୍‌ୱେଭ୍‌ ବ୍ୟାନର ଓ ପୋଷ୍ଟର ଯୋଗାଣ ପାଇଁ କୋଟେସନ୍‌ ଆମନ୍ତ୍ରଣ କରାଯାଉଛି। Tender Download (400.45 KB) ହିଟ୍‌ୱେଭ୍‌ ବ୍ୟାନର ଓ ପୋଷ୍ଟର ଯୋଗାଣ ପାଇଁ କୋଟେସନ୍‌ ଆମନ୍ତ୍ରଣ କରାଯାଉଛି।
116 ଭାରତୀୟ ସେନାରେ ଯୋଗଦାନ ପାଇଁ ନିବନ୍ଧନ ଆରମ୍ଭ I

ଭାରତୀୟ ସେନାରେ ଯୋଗଦାନ ପାଇଁ ନିବନ୍ଧନ ଆରମ୍ଭ I

Advertisement Indian army.pdf (460.55 KB)
117 ଏତଦ୍ୱାରା ବିଜ୍ଞାପିତ ଅଞ୍ଚଳ ପରିଷଦର ଦେନିକ ବଜାର ଠାରେ ନିମ୍ନିତ ଭେଣ୍ଡିଂ ଜୋନ (୬ ଦୋକାନ) ଆବଣ୍ଟନ ନିମନ୍ତେ କାଶାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ବାସିନ୍ଦା ଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। Tender Download (1.51 MB) ଏତଦ୍ୱାରା ବିଜ୍ଞାପିତ ଅଞ୍ଚଳ ପରିଷଦର ଦେନିକ ବଜାର ଠାରେ ନିମ୍ନିତ ଭେଣ୍ଡିଂ ଜୋନ (୬ ଦୋକାନ) ଆବଣ୍ଟନ ନିମନ୍ତେ କାଶାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ବାସିନ୍ଦା ଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି।
118 ଜବତ ଯାନବାହନ ବିକ୍ରୟ ପାଇଁ ପୁନଃ ଟେଣ୍ଡର ସୂଚନା – ଡିଭିଜନାଲ୍ ଫରେଷ୍ଟ ଅଫିସର, ପାରଳାଖେମୁଣ୍ଡି ଡିଭିଜନ। Tender Download (1.06 MB) ଜବତ ଯାନବାହନ ବିକ୍ରୟ ପାଇଁ ପୁନଃ ଟେଣ୍ଡର ସୂଚନା – ଡିଭିଜନାଲ୍ ଫରେଷ୍ଟ ଅଫିସର, ପାରଳାଖେମୁଣ୍ଡି ଡିଭିଜନ।
119 ରାୟଗଡ଼ା ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି। Tender Download (1.28 MB) ରାୟଗଡ଼ା ବ୍ଲକ-ଗଜପତି ଅଧୀନରେ ଥିବା ବିଭାଗୀୟ କାର୍ଯ୍ୟ (Civil works)ର ସମ୍ପାଦନ ପାଇଁ ଯୋଗ୍ୟ ଶ୍ରେଣୀ ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଉଛି। DTCN KGBV HOSTEL RAYAGADA.pdf (1.93 MB) , DTCN UGHS PUTTAR.pdf (1.93 MB) , DTCN UPS KUMULSING.pdf (1.93 MB) , DTCN UPS PADMAPUR.pdf (1.93 MB)
120 ଟେଣ୍ଡର ସ୍ଥଗିତ ସୂଚନା - ଖଣି ଅଧିକାରୀ କାର୍ଯ୍ୟାଳୟ, ଗଜପତି I Tender Download (484.6 KB) ଟେଣ୍ଡର ସ୍ଥଗିତ ସୂଚନା - ଖଣି ଅଧିକାରୀ କାର୍ଯ୍ୟାଳୟ, ଗଜପତି I